Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ବାଗତ
8 months ago
ପୁରୀ: ସ୍ୟାଣ୍ଡ ଆନିମେସନ ରେ ରାଷ୍ଟ୍ରପତିଙ୍କୁ ସ୍ବାଗତ । ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାରେ ଥିବା ଚାରିଧାମ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ମନ୍ଦିର ପରିଦର୍ଶନ ଏବଂ ପୁରୀ ସ୍ଥିତ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ପ୍ରଦାନ କରିବାକୁ ଆସୁଛନ୍ତି । ତାଙ୍କର ପୁରୀ ଗସ୍ତ ଏବଂ ପ୍ରଭୁଙ୍କ ପାଖରେ ପ୍ରାର୍ଥନାକୁ ଅତି ସୁନ୍ଦର ଏବଂ ନିଖୁଣ ଭାବରେ ସ୍ୟାଣ୍ଡ ଆନିମେସନରେ ଚିତ୍ରଣ କରିଛନ୍ତି ବିଶ୍ୱ ବିଖ୍ୟାତ ବାଲୁକା ସ୍ୟାଣ୍ଡ ଆନିମେଟର ମାନସ ସାହୁ । ଏହି ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବାକୁ ମାନସଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ 'Welcome to Puri, Odisha'ର ବାର୍ତ୍ତା ଦେଇଛନ୍ତି । ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦର ଠାରେ ସ୍ବାଗତ କରିଛନ୍ତି । 6 ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର 5ଟି ଜିଲ୍ଲା ଯାଜପୁର, ପୁରୀ, ଖୋର୍ଦ୍ଧା, ବାଲେଶ୍ବର ଓ ମୟୂରଭଞ୍ଜରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା 6ଟା 30ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ସେଠାରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଆଜି ଲୋକ ଭବନରେ ରାତ୍ରୀ ଯାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।ଏହା ବି ଦେଖନ୍ତୁ- ବାଲୁକା ଆନିମେସନରେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି - SAND ANIMATION PURIଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for joining us.
00:30
Thank you for joining us.
Show less
Recommended
0:52
|
Up next
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
1 week ago
1:34
ବାଲୁକା କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ETVBHARAT
7 weeks ago
3:24
ଶ୍ରାବଣ ଦ୍ୱିତୀୟ ସୋମବାର; ଜଳାଭିଷେକ ପାଇଁ ଅଟ୍ରି ହଟକେଶ୍ୱର ପୀଠରେ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
6:26
ଶରଧାବାଲିରେ ଭକ୍ତ-ଭକ୍ତି-ଭାବର ମିଶ୍ରଣ, ପ୍ରଭୁ ଜଗନ୍ନାଥ, ହନୁମାନ ଓ ନାରଦଙ୍କ ବେଶରେ ଭକ୍ତ
ETVBHARAT
2 months ago
3:07
ମହାପ୍ରଭୁ ବଳଦେବଜୀଉଙ୍କ ଚରଣ ଯୁଗଳରେ ସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ETVBHARAT
3 months ago
2:33
From Schoolbags To Beauty Products: Keralam's Thrissur Sisters Take 'Aesthetic' Global
ETVBHARAT
9 minutes ago
9:53
बाराबंकी का सदियों पुराना बोन कार्विंग हुनर बदहाल: 5 गुना महंगा हुआ कच्चा माल, विदेशों में मांग के बावजूद बंद हो रहे कारखाने
ETVBHARAT
9 minutes ago
3:05
ನೈಸ್ ಅಕ್ರಮ, ಎಲ್ಲದಕ್ಕೂ ಕಾನೂನು ಮೂಲಕ ಉತ್ತರ: ಸಿಎಂ ಡಿ.ಕೆ. ಶಿವಕುಮಾರ್
ETVBHARAT
10 minutes ago
2:43
نانیل اننت ناگ میں ساڑھے گیارہ کروڑ روپے کی لاگت سے اولڈ ایج ہومز اور چائلڈ کیئر سینٹرز کا افتتاح
ETVBHARAT
11 minutes ago
11:30
गोमती उफनाई, लखनऊ के फैजुल्लागंज में बाढ़ का क़हर, जानें ज़मीनी हकीकत
ETVBHARAT
12 minutes ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
6:58
ନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲ
ETVBHARAT
4 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
4 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
4 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
5 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
7 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
8 months ago
4:05
ଅଟ୍ରିରେ ମକର ମେଳା; ମାନସିକଧାରୀଙ୍କ ଛୁଆ ପାଇଁ ଗୁଆ ଖୋଜା
ETVBHARAT
9 months ago
1:46
ସ୍ୟାଣ୍ଡ ଆନିମେସନରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ETVBHARAT
10 months ago
1:13
ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ବୋଇତ, ଲାଗିଛନ୍ତି 60 କାରିଗର
ETVBHARAT
11 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
2 years ago
0:42
वन विभाग ट्रांसफर मामला, डेडलाइन खत्म फिर भी नई तैनाती नहीं ली, मुखिया के आदेश का भी असर नहीं!
ETVBHARAT
15 minutes ago