Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
1 year ago
Sand tribute to Pahalgam Terror Attack ପୁରୀ: ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସାରା ଦେଶବାସୀ ସ୍ତବ୍ଧ । ଏଭଳି ଅମାନବୀୟ ଆକ୍ରମଣକୁ ସାରା ବିଶ୍ଵରେ ଦୃଢ଼ ନିନ୍ଦା କରାଯାଇଛି । ତେବେ ଏହି ଦୁଃଖଦ ସମୟ ସାରା ଦେଶବାସୀ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ପୁରୀ ବେଳାଭୂମିରେ ଏହାକୁ ନେଇ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଘଟଣା ସ୍ଥଳରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଯେଉଁ ଦୁଃଖଦ ସ୍ଥିତି ରହିଥିଲା ସେହି ଦୃଶ୍ୟକୁ ଏହି ବାଲୁକା ଚିତ୍ରକଳାରେ ଦର୍ଶାଯାଇଛି । ପୁରୀ ବେଳାଭୂମିରେ ଉପସ୍ଥିତ ପର୍ଯ୍ୟଟକ ମାନେ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ଆତଙ୍କବାଦୀଙ୍କ ବିରୋଧ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଦାବି ରଖିଛନ୍ତି ।ଏହା ମଧ୍ୟ ପଢନ୍ତୁ:ବାଲେଶ୍ବରରେ ପ୍ରଶାନ୍ତଙ୍କ ମରଶରୀର, ଶୋକରେ ବୁଡ଼ିଲା ଜନ୍ମମାଟି, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀପହଲଗାମରେ କେମିତି ଆତଙ୍କୀ ଗୁଳିର ଶିକାର ହେଲେ ପ୍ରଶାନ୍ତ ? ଛାତିଥରା କଥା କହିଲେ ପତ୍ନୀକିଏ ବିନୟ ନରୱାଲ ? ହନିମୁନ ଟ୍ରିପରେ ଯାଇଥିଲେ, ଧର୍ମ ପଚାରି ଗୁଳି କରିଦେଲେ ଆତଙ୍କବାଦୀପହଲଗାମ ଆତଙ୍କବାଦୀ ଆକ୍ରମଣ; ନିନ୍ଦା କଲେ ସେଲିବ୍ରିଟି, କହିଲେ- 'ଅପରାଧୀଙ୍କୁ ମିଳୁ ଦଣ୍ଡ'ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for joining us.
Show less
Recommended
0:52
|
Up next
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
3 days ago
3:24
ଶ୍ରାବଣ ଦ୍ୱିତୀୟ ସୋମବାର; ଜଳାଭିଷେକ ପାଇଁ ଅଟ୍ରି ହଟକେଶ୍ୱର ପୀଠରେ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
7 weeks ago
6:26
ଶରଧାବାଲିରେ ଭକ୍ତ-ଭକ୍ତି-ଭାବର ମିଶ୍ରଣ, ପ୍ରଭୁ ଜଗନ୍ନାଥ, ହନୁମାନ ଓ ନାରଦଙ୍କ ବେଶରେ ଭକ୍ତ
ETVBHARAT
2 months ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
3 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
3:03
ମଝି ସମୁଦ୍ରରେ ଅଚଳ ହେଲା ଜାହାଜ; 23 କ୍ରୁ ସଦସ୍ୟଙ୍କ ସହ ସୁରକ୍ଷିତ ଉଦ୍ଧାର MT SEAGULL 9
ETVBHARAT
8 minutes ago
1:59
जयपुर में झमाझम बारिश से सड़कें हुईं पानी-पानी, एयरपोर्ट पर फ्लाइट ऑपरेशन प्रभावित, जानें आपके इलाके में कितने मिमी गिरा पानी
ETVBHARAT
8 minutes ago
4:56
हेल्दी हार्ट के लिए कितने घंटे की नींद बेहद जरूरी है?, डॉक्टरों ने क्या चिंता जताई
ETVBHARAT
9 minutes ago
3:35
દક્ષિણ ગુજરાતમાં શેરડીના ઉત્પાદનમાં સતત ઘટાડો: સુગર મિલો અને ખેડૂતો ચિંતામાં
ETVBHARAT
11 minutes ago
17:09
Exclusive: "बस्तर में पहली बार देखी ऐसी बाढ़, ओस के बीच छतों पर रात गुजारी, उजड़ गई गृहस्थी, पूरी जिंदगी की कमाई खत्म"
ETVBHARAT
32 minutes ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
4 months ago
1:42
ସ୍ମାର୍ଟସିଟିରେ କାଳବୈଶାଖୀ ତାଣ୍ଡବ, ଉପଡ଼ିଲା ଗଛ, ଭାଙ୍ଗିଲା ହୋଡିଂ
ETVBHARAT
4 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
7 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
7 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
8 months ago
4:05
ଅଟ୍ରିରେ ମକର ମେଳା; ମାନସିକଧାରୀଙ୍କ ଛୁଆ ପାଇଁ ଗୁଆ ଖୋଜା
ETVBHARAT
9 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
9 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
9 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
1 year ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
2 years ago
1:09
ভারী বর্ষণে আপাতত ইতি, বিক্ষিপ্ত বৃষ্টির সঙ্গে শরতে আগমনীর বার্তা
ETVBHARAT
37 minutes ago
2:10
'ఫార్ములా-ఈ రేస్'లో కీలక పరిణామం - కేటీఆర్ పాస్పోర్ట్ తాత్కాలిక జప్తునకు ఆదేశం!
ETVBHARAT
39 minutes ago