Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ମହାନଦୀର କୁଲାରୀକୁଦ ଟାପୁରେ ଫସିଲେ ହାତୀପଲ
1 year ago
ବୌଦ୍ଧ: ମହାନଦୀରେ ଫସିଲେ ହାତୀପଲ । ବୌଦ୍ଧ ଜିଲ୍ଲା କୁଲାରୀକୁଦ ଟାପୁରେ ଫସିଛନ୍ତି ଆଠ ଟିକିଆ ହାତୀପଲ । ଦୁଇ ଦିନ ହେଲା ଆଠମଲ୍ଲିକ ବନାଞ୍ଚଳରୁ ମହାନଦୀ ପାର୍ ହୋଉଥିବା ବେଳେ କୁଲାରୀକୁଦ ଟାପୁରେ ଫସିଛନ୍ତି ଏହି ହାତୀପଲ । ବର୍ତ୍ତମାନ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀ ପାର୍ ହୋଇନପାରି ଟାପୁରେ ଫସିଛନ୍ତି ଏହି ହାତୀପଲ । ସେପେଟେ ହାତୀଙ୍କ ଗତିବିଧି ଉପରେ ଡ୍ରୋନ ସାହାଯ୍ୟରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ ।ଏହି ହାତୀପଲ ପଡୋଶୀ ଆଠମଲ୍ଲିକ ବନାଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି । ଗୋଟିଏ ଦନ୍ତା ଓ ଦୁଇଟି ଛୁଆ ହାତୀ ଏଭଳି ସମୁଦାୟ ଆଠଟି ହାତୀ କୁଲାରୀ କୁଦ ଟାପୁରେ ଫସିଥିବା ସୂଚନା ଦେଇଛି ବନ ବିଭାଗ । ଗତ ଦୁଇ ଦିନ ପୂର୍ବରୁ ଆଠମଲ୍ଲିକ ବନାଞ୍ଚଳର ଫକୀରପୁର ଗ୍ରାମ ନିକଟରେ କିଛି ହାତୀକୁ ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇ ବାଣ ଫୁଟାଇବା ସହ ନିଆଁ ହୁଳା ଦେଖାଇଥିଲେ । ଫଳରେ ହାତୀପଲ ହଠାତ୍ ମହାନଦୀ ଗର୍ଭରେ ପଶି କୁଲାରୀ କୁଦ ଦ୍ୱୀପରେ ଦୁଇ ଦିନ ହେଲା ଫସି ରହିଛନ୍ତି । ତେବେ ବର୍ଷା ଦିନରେ ମହାନଦୀର ଉଚ୍ଛୁଳା ବନ୍ୟାପାଣିରେ ହାତୀ ପଲ ଦ୍ୱୀପକୁ ଆସିବା ପ୍ରଥମ ଘଟଣା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଗଜରାଜଙ୍କ ସୁରକ୍ଷାରେ ବନ ବିଭାଗ, ଜଙ୍ଗଲରେ ହାତୀଙ୍କ ପାଇଁ ଲାଗିବ ବାଉଁଶ ଓ ପଣସ ଗଛ - NUMBER OF ELEPHANTS IN ODISHA ଏହା ମଧ୍ୟ ପଢନ୍ତୁ...ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ - ELEPHANT RESCUE FROM RIVER ଏହା ମଧ୍ୟ ପଢନ୍ତୁ... ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ହାତୀ: ପ୍ରସବ ପାଇଁ ଅଟକିଲା ଟ୍ରେନ - ELEPHANT BIRTH NEAR RAILWAY TRACKଇଟିଭି ଭାରତ, ବୌଦ୍ଧ
Category
🗞
News
Transcript
Display full video transcript
00:00
foreign
00:14
foreign
00:30
Thank you very much.
01:00
Thank you very much.
Show less
Comments
Log in to post a comment
Recommended
3:09
|
Up next
ବୈତରଣୀରୁ ଭାସି ଆସିଲା 15 ଫୁଟର ଅଜଗର, ଉଦ୍ଧାର କଲେ ବନ୍ୟା ବିପନ୍ନ
ETVBHARAT
2 weeks ago
2:24
ରଜ ପାଇଁ ଚଳଚଞ୍ଚଳ ଗାଁଠୁ ସହର; ଜଗତସିଂହପୁର କେନ୍ଦାଳଠାରେ ପାଳିତ ହେଲା ରଜ ମହୋତ୍ସବ
ETVBHARAT
3 months ago
3:06
ବ୍ରହ୍ମପୁରରେ ଜମୁଛି ସିଲ୍କ ସିଟି ମହୋତ୍ସବ ଓ ସୁଭଦ୍ରା ଶକ୍ତି ମେଳା
ETVBHARAT
5 months ago
3:03
WATCH: କୂଅରେ ପଡିଗଲା ଦନ୍ତା, ନାକେଦମ୍ ହେଲେ ବନ କର୍ମଚାରୀ
ETVBHARAT
6 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
9 months ago
1:28
बस्ती में वाल्टरगंज थाना प्रभारी का शव सरकारी घर में मिला, स्टेटस लगाया- धन-संपदा प्रेम से बढ़कर नहीं
ETVBHARAT
4 hours ago
7:41
ଜାତୀୟ କ୍ରୀଡ଼ା ଦିବସ; କାହିଁକି ଅନ୍ତର୍ଜାତୀୟସ୍ତରରେ ମିଳୁନି ସଫଳତା ? କହିଲେ ଯୁବ କ୍ରୀଡାବିତ, ଅନ୍ତର୍ଜାତୀୟ ଭାରୋତ୍ତଳକ
ETVBHARAT
4 hours ago
1:31
चित्रकूट में बारिश ने मचाई तबाही, रेलवे ट्रैक पर भरा पानी, फंसे लोगों का हेलीकॉप्टर से रेस्क्यू
ETVBHARAT
4 hours ago
2:44
नेपाल की बाढ़ में लापता लोगों के परिजन किस हाल में हैं ?
ETVBHARAT
4 hours ago
2:32
उत्तराखंड में बढ़ रहे स्वाइन फ्लू के मरीज, स्वास्थ्य विभाग अलर्ट, इन बातों का रखें ख्याल
ETVBHARAT
4 hours ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
2 years ago
2:59
ବ୍ରହ୍ମପୁରରେ ବାବା ବାଗେଶ୍ୱର, ହିନ୍ଦୁରାଷ୍ଟ୍ର ଗଠନ ପାଇଁ ଦେଲେ ଆହ୍ୱାନ
ETVBHARAT
2 years ago
1:08
ନିଆରା ଢଙ୍ଗରେ ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
1 year ago
4:54
नेपाल त्रासदी से हिमाचल की भी बढ़ी चिंता, राज्यपाल चिंतित तो राजस्व मंत्री बोले- 24 घंटे सैटेलाइट निगरानी की जरूरत
ETVBHARAT
4 hours ago
2:45
रेवाड़ी में बदमाशों की परेड कराई, बाज़ार में पैदल घुमाया, बाइक सवार पर किया था हमला
ETVBHARAT
4 hours ago
1:19
'हे शेवटचं आंदोलन आता माघार नाही'; मनोज जरांगे पाटील यांचा राज्य सरकारला थेट इशारा
ETVBHARAT
4 hours ago
0:42
ନେପାଳ ବନ୍ୟାରେ ବରଗଡ଼ର ଗୋଟିଏ ପରିବାରର ୩ ଜଣ ନିଖୋଜ
ETVBHARAT
4 hours ago
0:57
अयोध्या पहुंची रजत शिला का हुआ पूजन, राम मंदिर परिसर में हुतात्मा स्मारक विजय स्तंभ स्थापित
ETVBHARAT
4 hours ago
5:09
मौत बनकर सड़क पर आया कीचड़ का सैलाब, जान बचाकर भागे लोग, मलबे में कार जमींदोज
ETVBHARAT
4 hours ago
1:47
कानपुर में अचानक धंसा घर का आंगन, 25 फीट गहरे गड्ढे में गिरने से 18 साल की लड़की की दर्दनाक मौत; 7 घंटे चला रेस्क्यू
ETVBHARAT
4 hours ago
3:15
ग्लोबल वार्मिंग का भूकंप कनेक्शन, वैज्ञानिकों ने कहा पिघलते ग्लेशियर बढ़ा रहे टेंशन! जानिए कैसे?
ETVBHARAT
4 hours ago
3:33
'ପଡ଼ିଆରୁ ପୋଡିୟମ୍' ପରିକଳ୍ପନାରେ 'ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା'; ଫିଟ୍ ଇଣ୍ଡିଆ ପରି ଆରମ୍ଭ ହେବ ଫିଟ୍ ଓଡ଼ିଶା ମିଶନ-ମୁଖ୍ୟମନ୍ତ୍ରୀ
ETVBHARAT
4 hours ago
2:24
જામનગરમાં શ્રાવણી લોકમેળાની તૈયારીઓને આખરી ઓપ: કાયદાકીય ગૂંચવણ વચ્ચે લોકો માટે 5 કરોડનો વીમો અને કડક સુરક્ષા વ્યવસ્થા
ETVBHARAT
4 hours ago
1:31
કોસંબા નજીક સવા બ્રીજ નજીક ગંભીર ત્રિપલ એક્સિડન્ટ, પૂરપાટ ઝડપે દોડતી ઈકો કારે બાઇકને જોરદાર ટક્કર મારી, એકનું મોત
ETVBHARAT
4 hours ago
Comments