Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ବୈତରଣୀରୁ ଭାସି ଆସିଲା 15 ଫୁଟର ଅଜଗର, ଉଦ୍ଧାର କଲେ ବନ୍ୟା ବିପନ୍ନ
5 weeks ago
Python Rescued ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ବନ୍ୟାଜଳରେ ଭାସି ଆସିଲା 15 ଫୁଟ ଲମ୍ବର ଅଜଗର ସାପ । ବନ୍ୟା ବିପନ୍ନମାନେ ଅଜଗରକୁ ଉଦ୍ଧାର କରିଛନ୍ତି । ବୈତରଣୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ପରେ ନଦୀ କୂଳିଆ ଅଞ୍ଚଳରେ ସାପଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।
ଭଣ୍ଡାରିପୋଖରୀ ବ୍ଲକର ବନ୍ଦାଳୋ-ମଢିଆଳୀ ମହେଶପୁର ବୈତରଣୀ ନଦୀବନ୍ଧ ଉପରୁ ସ୍ଥାନୀୟ ଲୋକମାନେ ଏକ 15 ଫୁଟ ଲମ୍ବର ବିଶାଳ ଅଜଗର ସାପକୁ ଉଦ୍ଧାର କରିଛନ୍ତି । ନଦୀରେ ଜଳସ୍ତର ବଢ଼ିବାରୁ ଅଜଗର ସାପଟି ବନ୍ୟା ପାଣିରେ ଭାସି ଆସି ରାସ୍ତାକଡ଼ ବୁଦା ମୂଳରେ ଆଶ୍ରୟ ନେଇଥିଲା । ଏହାକୁ ଦେଖି ସ୍ଥାନୀୟ ବନ୍ୟା ବିପନ୍ନମାନେ ସାହସର ସହ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ବନ ବିଭାଗକୁ ଖବର ଦିଆଯାଇଥିଲା ଏବଂ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ନିଜ ଅକ୍ତିଆରକୁ ନେଇ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିବା ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି ।ଏହା ମଧ୍ୟ ପଢ଼ନ୍ତୁ...ବନ୍ୟା ଛାଡିଲା, ଯାଜପୁରରେ ସାପ ଭୟ ବଢିଲା: ଗାଁରେ ପଶୁଛନ୍ତି ବିଷଧର, ସାପ କାମୁଡିଲେ କରିବେ କଣ ?EXPLAINER: ବର୍ଷାଦିନେ ସର୍ପ ଆତଙ୍କ; ଓଡ଼ିଶାରେ ବର୍ଷକୁ ହଜାରରୁ ଅଧିକ ଜୀବନ ନେଉଛନ୍ତି ସାପଇଟିଭି ଭାରତ, ଭଦ୍ରକ
Category
🗞
News
Transcript
Display full video transcript
00:00
Thank you
00:58
Transcription by CastingWords
01:28
Transcription by CastingWords
01:58
Transcription by CastingWords
02:28
Transcription by CastingWords
02:58
Transcription by CastingWords
03:07
Transcription by CastingWords
Show less
Comments
Log in to post a comment
Recommended
1:34
|
Up next
ବାଲୁକା କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ETVBHARAT
6 weeks ago
6:26
ଶରଧାବାଲିରେ ଭକ୍ତ-ଭକ୍ତି-ଭାବର ମିଶ୍ରଣ, ପ୍ରଭୁ ଜଗନ୍ନାଥ, ହନୁମାନ ଓ ନାରଦଙ୍କ ବେଶରେ ଭକ୍ତ
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
2 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
1:08
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଅବସରରେ ଦେଖନ୍ତୁ ବାଲୁକା ଶିଳ୍ପୀଙ୍କ ସୁନ୍ଦର ବାଲୁକା ଆନିମେସନ୍
ETVBHARAT
3 months ago
1:55
बिहार में आशियाना योजनाओं का दावा फेल! आजादी के 78 साल बाद भी पॉलिथीन और मिट्टी के घर में कट रही जिंदगी
ETVBHARAT
14 minutes ago
2:15
व्हाइट हाउस ने लॉन्च किया 'ट्रंप टीवी', 24 घंटे दिखेंगे ट्रंप प्रशासन के बड़े अपडेट और खबरें
ETVBHARAT
15 minutes ago
1:36
तेलंगाना के आदिलाबाद रिम्स अस्पताल में भीषण आग, 2 नवजात की मौत, 25 बच्चों को बचाया
ETVBHARAT
16 minutes ago
0:40
राहुल गांधी के कार्यक्रम के बाद सज्जन वर्मा का बयान, IPS एसोसिएशन ने ऐसे जताया विरोध
ETVBHARAT
18 minutes ago
2:06
ترال: محمد ایوب نائیک پی ڈی پی کے زونل صدر منتخب
ETVBHARAT
21 minutes ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
3 months ago
1:42
ସ୍ମାର୍ଟସିଟିରେ କାଳବୈଶାଖୀ ତାଣ୍ଡବ, ଉପଡ଼ିଲା ଗଛ, ଭାଙ୍ଗିଲା ହୋଡିଂ
ETVBHARAT
4 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
4 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
5 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
6 months ago
3:01
ଉତ୍କଳ ଦିବସରେ ରସଗୋଲା ମହୋତ୍ସବ, ଗ୍ୟାସ ସଙ୍କଟ ପାଇଁ କମିଲା ମିଠା ଭେରାଇଟି
ETVBHARAT
6 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
6 months ago
4:36
ଗୋପାଳପୁର ବେଳାଭୂମି ମହୋତ୍ସବ; ଅଡିଓ ଭିଜୁଆଲ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା
ETVBHARAT
8 months ago
3:09
କାହିଁକି ବିଦେଶୀ ପକ୍ଷୀଙ୍କ ପସନ୍ଦ ଓଡ଼ିଶା ?
ETVBHARAT
8 months ago
0:56
ବାଲୁକା ଆନିମେସନରେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
ETVBHARAT
8 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
1 year ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
1:12
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
ETVBHARAT
1 year ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
1 year ago
Comments