Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ବାଲୁକା ଚିତ୍ରକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା
1 year ago
ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା । ଭାରତର ଉପରାଷ୍ଟ୍ରପତି ନିର୍ବାଚନ ଅବସରରେ, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାମୂର୍ତ୍ତି ତିଆରି କରିଛନ୍ତି । ଏହି କଳାକୃତିରେ ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ, ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି । ଏହାସହ ସୁଦର୍ଶନ ବେଳାଭୂମିରେ "ଅଭିନନ୍ଦନ ସି. ପି. ରାଧାକୃଷ୍ଣନ" ବୋଲି ଲେଖି ଶୁଭେଚ୍ଛା ଜଣାଇଛନ୍ତି । ସୁଦର୍ଶନଙ୍କ ବାଲୁକାକଳା ପ୍ରାୟ ୨୦ ଫୁଟ ଲମ୍ବା ଏବଂ ୮ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଛି । ସୁଦର୍ଶନ ତାଙ୍କ ବାଲୁକାକଳା ଜରିଆରେ ଦେଶ ପ୍ରତି ସେବାର ଏହି ନୂତନ ଯାତ୍ରା ଆରମ୍ଭ କରୁଥିବା ଉପରାଷ୍ଟ୍ରପତିଙ୍କୁ ଦେଶର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ସୁଦର୍ଶନ ଏହି ବାଲୁକାକଳାକୁ ଗଢିବାକୁ ପ୍ରାୟ ୧୦ ଟନ୍ ବାଲି ବ୍ୟବହାର କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...VP ELECTION 2025; ସିପି ରାଧାକ୍ରିଷ୍ଣନ ଦେଶର ଉପ ରାଷ୍ଟ୍ରପତି ନିର୍ବାଚିତବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଭାରତର 15ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ସିପି ରାଧାକ୍ରିଷ୍ଣନଙ୍କୁ ଆମ ବାଲୁକା କଳାରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ । ପ୍ରାୟ 20 ଫୁଟ ପ୍ରସ୍ତ ଓ 8 ଫୁଟ ଉଚ୍ଚର ଏହି ସ୍ଯାଣ୍ଡ ଆର୍ଟ ପ୍ରସ୍ତୁତ କରିଛୁ ।"
ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
foreign
00:18
foreign
00:30
It's about 8 feet wide and it's about 8 feet height to the sand sculptures.
00:34
I'll see you in the next video.
Show less
Recommended
0:51
|
Up next
Watch: ତାମିଲନାଡୁରେ ବିଦେଶୀ ବିହଙ୍ଗ, ସାଇବେରିଆନ ପକ୍ଷୀଙ୍କ କିଚିରି ମିଚିରି କରୁଛି ଆନମନା
ETVBHARAT
2 weeks ago
1:31
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
ETVBHARAT
2 weeks ago
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
3 weeks ago
1:26
Watch: ଡାଲ୍ ହ୍ରଦରେ 'ଶିକାରା'ର ମଜା ନେଲେ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍
ETVBHARAT
5 weeks ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
6 weeks ago
2:12
अलीगढ़ में डिप्टी सीएम केशव मौर्य ने विपक्ष पर साधा निशाना; बोले- "2047 तक न कांग्रेस और न यूपी में सपा आने वाली है"
ETVBHARAT
9 minutes ago
1:17
21 साल बाद मध्य प्रदेश को मिलीं 351 सरकारी बसें, केंद्रीय मंत्री ने ली चुटकी- RTO अफसर गांधीवादी
ETVBHARAT
10 minutes ago
1:06
ज्योतिरादित्य सिंधिया को बदलने में लगे 5 साल, समर्थकों को बीजेपी में किस अच्छे दिनों का इंतजार
ETVBHARAT
11 minutes ago
1:15
"आप लोग IAS हो, आप लोगों को प्रणाम करती हूं..." महापौर प्रमिला पांडेय ने पूछा- जब पैसे की कमी नहीं तो काम क्यों नहीं हो रहा ?
ETVBHARAT
11 minutes ago
1:11
'फोटो में कौन आगे, कौन पीछे... डिप्टी सीएम की फोटो काट दी', नितिन नवीन के स्वागत पर गहलोत का तंज
ETVBHARAT
12 minutes ago
2:04
ଗୁପ୍ତେଶ୍ୱର ଅଞ୍ଚଳରେ ମଣିଷ ପଣିଆ ଦେଖାଇଲେ ପୋଲିସ ଅଧିକାରୀ ଓ ସାଧାରଣଜନତା
ETVBHARAT
6 weeks ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
7 weeks ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
7 weeks ago
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
3 months ago
1:15
Watch: ଘର ଭିତରେ ଫଁ ପଁ ଗର୍ଜନ କରୁଥିଲା 14 ଫୁଟିଆ ଅହିରାଜ, ଉଦ୍ଧାର କଲା ବନବିଭାଗ
ETVBHARAT
6 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
6 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
6 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
10 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
10 months ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
11 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
11 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
2 years ago