Skip to playerSkip to main content
  • 4 weeks ago
Jajpur Flood Affected ଯାଜପୁର: ନଦୀର ଜଳସ୍ତର କମିଯାଇଛି ସତ, କିନ୍ତୁ ଏବେବି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅନେକ ପଞ୍ଚାୟତ ପାଣି ଘେରରେ ଅଛି । ଗାଁକୁ ଯାଇନପାରି ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଘରେ ଜୀବନ ବିତାଉଛନ୍ତି ବନ୍ୟା ବିପନ୍ନ । ବୈତରଣୀ ନଦୀରେ 5 ଥର ବନ୍ୟା ଆସିବା ଯୋଗୁଁ ଘାଇ ସୃଷ୍ଟି ହୋଇ ଦଶରଥପୁର ବ୍ଲକର ତରପଦା, ଥାଲୁକୁଡି, ଅହିହାସ, ମଙ୍ଗଳପୁର ଓ କୟିଁ ଭଳି ଅନେକ ଗାଁ ଏବେବି ଜଳବନ୍ଦୀ ହୋଇରହିଛି l ଗାଁରେ ବନ୍ୟା ପାଣି ଆସିବା ଯୋଗୁଁ ଆଜକୁ ଏକ ମାସ ହେବ ଅନେକ ଲୋକ ଘରଦ୍ବାର ଛାଡି ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ସରକାରଙ୍କ ତରଫରୁ ଯେତିକି ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଦିଆଯାଉଛି ସେତିକି ନିଜ ପିଲା ଛୁଆଁଙ୍କୁ ଖୁଆଇ ଓ ନିଜେ ଖାଇ ଦୁଃଖ କଷ୍ଟେ ଜୀବନ ବିତାଉଛନ୍ତି ବନ୍ୟା ବିପନ୍ନ । ବନ୍ୟା ପ୍ରଭାବିତ ଅନେକ ପରିବାର ନିଜ ଘର ଛାଡି ଆସି ଆଶ୍ରୟ ନେଇଛନ୍ତି ସତ କିନ୍ତୁ ବନ୍ୟା ପାଣି ତାଙ୍କ ଘର ସମ୍ପତି ଧୋଇ ନେଇଥିବାକୁ ଏବେ ସେମାନେ ଚିନ୍ତାରେ ଅଛନ୍ତି ।ଏବେ କିଛି କିଛି ଗାଁରେ ବନ୍ୟା ପାଣି ଛାଡିବା ପରେ ବନ୍ୟା ବିପନ୍ନ ଲୋକେ ନିଜ ଘରକୁ ଫେରି ଘରର ଅବସ୍ଥାକୁ ଦେଖି ଆଖିର ଲୁହ ଆସିଯାଇଛି । ଏଥିସହିତ ଏହି ଉଜୁଡା ଘରକୁ କେମିତି ସଜାଡ଼ିବେ ସେ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ବନ୍ୟା ଆଶ୍ରୟସ୍ଥଳୀରେ ଥିବା ଜଣେ ବନ୍ୟା ବିପନ୍ନ କହିଛନ୍ତି, "ବନ୍ୟା ପାଣିରେ ଘର ବୁଡ଼ିଯାଇଛି । ଆମେ ଆସି ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛୁ । ଘର ଭିତରେ ଥିବା କିଛି ବି ଜିନିଷ ବାହାକୁ ବାହାର କରିପାରିଲୁନାହିଁ । ସବୁ ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି ।" ଏହା ମଧ୍ୟ ପଢ଼ନ୍ତୁ...ମିଳିଲାନି ଡ଼ଙ୍ଗା, ଅସୁସ୍ଥ ଜେଜେ ମାଆକୁ ଟିୟୁବରେ ଭସାଇ ଘରକୁ ଆଣିଲା ନାତିଦୃଷ୍ଟିବାଧିତ କିନ୍ତୁ ସେବାର ସ୍ୱପ୍ନ ଅସୀମ... ବନ୍ୟା ବିପନ୍ନଙ୍କ ଆଖି ପାଲଟିଛନ୍ତି କେନ୍ଦ୍ରାପଡ଼ାର ସତ୍ୟ ନାୟକଇଟିଭି ଭାରତ, ଯାଜପୁର

Category

🗞
News
Transcript
00:00JASPOR DILAKU AASHI THI PADHONKARI BANNYA
00:02EI BANNYA AUNNEK LOKONKARI CHHADAI NEI CHI BASAS TAHNA
00:06EMAINE BROHUCHANDI BATTIY AASHRASTHALI NONLE SKOOL GHARRE
00:10EBOLI DURSE DEEKHAYAKU MEDITHI DASHAD PURU VLOKRA BAUTARA PURU GHAAARRE
00:14AASHANDRO AUNNEK BANNYA VIPPANNO TAKKASOI TO AALACHONNAKORI KIVOLI KETTE DINHAILA AUNNEK BANNYA KIVESKARI AASHI EDI PONCHANDI
00:23SMIA RELLA
00:24men
00:24D bi
00:24b
00:24al
00:29k
00:30o
00:31LOT
00:53the
00:53I have to be able to survive.
00:58I have to be able to die in my life.
01:01I have to be able to die.
01:03What's going on in my life?
01:06I have to be able to die.
01:11I have to be able to die.
01:13I have to be able to die.
01:16How did you eat it?
01:19I am a stranger.
01:19there was a lot here.
01:22I had to say the doo-doo,
01:27there was no danger in the area.
01:28I have heard the hotel right now,
01:29and then I wanted to give her the shelter and take the shelter.
01:31Are you right here or do you want to give your family's family home?
01:34No, I did not.
01:35No, I didn't.
01:35I had to give the family home.
01:38While my family came here to be here,
01:39I've never seen them.
01:40I've had to leave my family home.
01:41I've had to get a good deal.
01:44I would like to get everything because I have to live their home today.
01:46But because of thisment,
01:48there are no less or lessitarians.
01:50Not if we look at the children,
01:52but because of this,
01:54they're still going to borrow a lot of money.
01:55Why do we feel bad?
01:58They're still going to go abroad.
02:00Give them the trees.
02:02They'd have enough to look for people,
02:04and they'd look for the trees,
02:06and they're made up of the trees.
02:09So, when people found it,
02:10the trees were made up of the trees,
02:11they were made up of the trees.
02:12They had to fill the trees.
02:42.
02:43So finally, we came to the house, I told them by myself.
02:46They are very upset that this was taken to the school.
02:52Which happened?
02:53It was taken by another school.
02:57But they call it.
02:59Our children have no longer lived.
03:02Our children have never lived.
03:05So what do we choose from, to become a zostan man?
03:09Whichis of medical video hivana hivana had to?
03:12There are a lot of people who live in the medical office that we have to keep up with.
03:20We have to get through to what we can do.
03:21We want to go and make it clear.
03:24We want to get through to what the family is going to be keeping up with the family.
03:30We want to get through to what we can do.
03:33We want to get through to our family.
03:39Who is the family?
03:40.
04:07It is all the same and the same thing happened to me.
Comments

Recommended