Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
14 minutes ago
କଟକ: ମୂଳାଷ୍ଟମୀ ଉପଲକ୍ଷେ ସାରା ଓଡ଼ିଶାରେ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ଷୋଡ଼ଶ ଉପଚାର ପୂଜା । କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଓ ଗଡ଼ଖାଇର ଅଧିଷ୍ଠାତ୍ରୀ ମା' ଗଡଚଣ୍ଡୀ ପୀଠରେ ସହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନ କରାଯାଇ ମା' ଙ୍କୁ ଆବାହନ କରାଯାଇଛି । ଏଥିପାଇଁ ପବିତ୍ର ନଦୀରୁ ଜଳ କଳସ ଆଣି ମା'ଙ୍କ ପୀଠରେ ସ୍ଥାପନା କରାଯାଇଛି । ମା' ଜଗତ ଜନନୀ ଶରତ କାଳୀନ ପୂଜାରେ ବିଜୟା ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ସଜେଇ ହୋଇ ଦର୍ଶନ ଦେବେ ।
ସୁସଜ୍ଜିତ କଟକର ଶକ୍ତି ପୀଠ ଏବେ ଭକ୍ତିମୟ ଓ ଭାବମୟ ପରିବେଶରେ ମୁଖରିତ ହୋଇଉଠୁଛି । ମୂଳାଷ୍ଟମୀ ବା ଦେବୀ ଉତ୍ଥାପନରେ ଆରମ୍ଭ ହୋଇଛି ଶରତକାଳୀନ ଷୋଡଶ ଉପଚାର ପୂଜା । ଏହି ଅବସରରେ ନଦୀ କୂଳରେ ଘଣ୍ଟ ଘଣ୍ଟା ବାଦ୍ୟ ସହ ସପ୍ତତୀର୍ଥଙ୍କୁ ଆବାହନ କରାଯାଇଥିଲା । ମନ୍ତ୍ର ଉଚ୍ଚାରଣରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।ଯଥାବିଧି ପୂଜାର୍ଚ୍ଚନା କରି ପୀଠକୁ କଳସ ନିଆଯାଇଥିଲା ।ପରେ ମା'ଙ୍କ ମହାସ୍ନାନ କରାଯାଇ ରୀତିନୀତି ଅନୁଯାୟୀ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିଲା । ଆଜି ଠାରୁ ପ୍ରତ୍ୟହ ଚଣ୍ଡୀପାଠ, ହୋମଯଜ୍ଞ ସହିତ ବିଜୟା ଦଶମୀ ପର୍ଯ୍ୟନ୍ତ ଉଭୟ ଶକ୍ତି ପୀଠରେ ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଦୁଇ ଅଧିଷ୍ଠାତ୍ରୀ ଦେବୀ ।
ମା' କଟକ ଚଣ୍ଡୀଙ୍କୁ ସୁନା ବେଶରେ ଦର୍ଶନ କରି ଭକ୍ତ ଭାବବିହ୍ୱଳ ହୋଇ ପଡିଛନ୍ତି । ଶ୍ରଦ୍ଧାଳୁ ଦୀପ ଜାଳି ମୁଣ୍ଡିଆ ମାରି ମା' ଙ୍କ ଆଶିଷ ଲଭିଛନ୍ତି । ସଂସାରର ଦୁଃଖ କଷ୍ଟ ହରଣ କରିବା ପାଇଁ ମା' ଙ୍କ ପାଖରେ ମିନତୀ କରି ଦୈବୀ କୃପା ଲାଭ କରିବାକୁ ପ୍ରଥମ ଦିନରୁ ହିଁ ଭକ୍ତମାନଙ୍କର ଗହଳି, ପୀଠ ମାନଙ୍କରେ ଦେଖିବାକୁ ମିଳିଛି ।ଏହା ମଧ୍ୟ ପଢନ୍ତୁ:Durga Puja: ଅଢ଼େଇ ଲକ୍ଷ ଟପିଲାଣି ରୂପା ଦର; ମା'ଙ୍କ ସାଜସଜ୍ଜାରେ ରହିବନି କମି, ତାରକସି ଚାନ୍ଦିମେଢ଼ରେ ଚମକିବ ସିଲ୍ଭର୍ ସିଟିରାଜ୍ୟର ପ୍ରଥମ ଗଣେଶ ମେଢ଼; ଗଜାନନଙ୍କ ପୂଜାରେ ଝଲସିଲା ଚାନ୍ଦି, ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳିଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:00
Thank you very much.
00:33
Thank you very much.
Show less
Recommended
0:58
|
Up next
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
2 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
4 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
2:27
गहलोत बोले- निकाय चुनाव में भाजपा की खुली गुंडागर्दी का जवाब जनता पंचायत चुनाव में देगी
ETVBHARAT
5 minutes ago
3:48
સુરેન્દ્રનગરમાં ક્લબ 71 જીમના સંચાલક અમીન મુલતાનીની ધરપકડ, યુવતીઓને બ્લેકમેલિંગ કરવાના થયાં ખુલાસા
ETVBHARAT
6 minutes ago
3:40
Explainer: छत्तीसगढ़ में भारी बारिश का हुआ साइड इफेक्ट, फसलों पर पड़ी मौसम की मार, एक्सपर्ट से जानिए उपाए
ETVBHARAT
11 minutes ago
1:44
धनबाद के बरवाअड्डा सब्जी मंडी में लगी भीषण आग, दर्जनों दुकानें जलकर खाक
ETVBHARAT
24 minutes ago
1:58
సాగు భూముల్లో అనుమతి లేకుండా నిర్మించిన ఇళ్ల రిజిస్ట్రేషన్లకు సర్కార్ గ్రీన్సిగ్నల్
ETVBHARAT
26 minutes ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
6 months ago
3:49
Watch: ସମାପନ ହେଲା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା, ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍ ଭିଡ
ETVBHARAT
6 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
7 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
7 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
8 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
3:15
WATCH: ସଂସ୍କୃତିର ଅପୂର୍ବ ସମନ୍ବୟ,ଗଜପତିରେ ଓଡ଼ିଆ-ତେଲୁଗୁ ପାଳିଲେ ମକର ସଂକ୍ରାନ୍ତି
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
10 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
10 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
11 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
11 months ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago