Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଆସାମ 'ଅଏଲ୍ ଇଣ୍ଡିଆ'ର ଟ୍ୟାଙ୍କ ଫାର୍ମରେ ଭୟଙ୍କର ଅଗ୍ନିକାଣ୍ଡ ଓ ବିସ୍ଫୋରଣ; 5 ଶ୍ରମିକ ଆହତ
6 minutes ago
ଗୌହାଟି: ଆସାମର ଦିବ୍ରୁଗଡ଼ ଜିଲ୍ଲାର ତେଙ୍ଗାଖତରେ ଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍ (OIL)ର ଏକ ଇଣ୍ଟରମିଡିଏଟ୍ ଟ୍ୟାଙ୍କ୍ ଫାର୍ମ (ITF)ରେ ଭୟଙ୍କର ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣ ଘଟିବାରୁ ପାଖାପାଖି 5 ଜଣ ଶ୍ରମିକ ଆହତ ହୋଇଛନ୍ତି । ସେହିପରି ଜଣେ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । କାରଖାନାର ଅଶୋଧିତ ତୈଳ ସଂରକ୍ଷଣ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ, କାରଖାନାର ଏକ ଭଲଭ୍ କାର୍ଯ୍ୟ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା । ଆହତମାନେ ହେଉଛନ୍ତି ତାପସ ଗୋଗୋଇ, ଶୈଲେନ ଗୋଗୋଇ, କୁମୁଦ ଗୋଗୋଇ, ଗୋଲାପ ଦତ୍ତ ଏବଂ ଇନ୍ଦ୍ର ଗୋଗୋଇ । ଆହତ ପାଞ୍ଚ ଜଣ ଶ୍ରମିକଙ୍କୁ AMCHରେ ଭର୍ତ୍ତି କରାଯାଇଥିବା ବେଳେ, ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଅଏଲ୍ ଇଣ୍ଡିଆ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । ବିସ୍ଫୋରଣର ଯୋଗୁଁ ଅନ୍ୟ ଜଣେ ଶ୍ରମିକ ନିଖୋଜ ଅଛନ୍ତି । ବିସ୍ଫୋରଣରେ ଆହୁରି ଅନେକ ଆହତ ହେବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆହତ ଶ୍ରମିକମାନେ ମୁମ୍ବାଇର ସ୍ପେକ୍ଟ୍ରନ୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି ।ସ୍ପେକ୍ଟ୍ରନ୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡର କ୍ଷେତ୍ର ପରିଚାଳକ କମଲ ଫୁକାନ କହିଛନ୍ତି, "ଏହି ଘଟଣାରେ ପ୍ରାୟ 5 ଜଣ ଶ୍ରମିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡିବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏଏମସିଏଚ)କୁ ସ୍ଥାନାନ୍ତରିତ କରାଯାଇଛି ।"ଏହା ମଧ୍ୟ ପଢ଼ନ୍ତୁ...ପେଟ୍ରୋଲ ପମ୍ପରେ ବିସ୍ଫୋରଣ: କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ, ମାଲିକ ସମେତ 3 ଅଟକWatch: ପମ୍ପରେ CNG କାର ବିସ୍ଫୋରଣ, ସାମ୍ନାକୁ ଆସିଲା CCTV ଭିଡିଓ
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
3:01
ପାତ୍ରପୁରରେ ମହାଦ୍ରୁମ ଉପାଡ଼ି ଦେଲା ବାତ୍ୟା ଅର୍ଣ୍ଣବ, ରାସ୍ତାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ
ETVBHARAT
2:13
ବିଜୟୱାଡ଼ା କନକଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି
ETVBHARAT
0:37
Watch: ବିଘ୍ନନାଶକଙ୍କ ପୂଜାରେ ବିଘ୍ନ, ପୂଜାର୍ଚ୍ଚନା ବେଳେ ମଣ୍ଡପରେ ଲାଗିଲା ନିଆଁ
ETVBHARAT
New
3:55
उत्तराखंड के राजनेताओं पर बरसीं जेनी, ठोस दस्तावेजों के साथ जल्द मीडिया के सामने आने का दावा, बीजेपी और कांग्रेस में हलचल
ETVBHARAT
New
1:29
मुजफ्फरनगर में दीपावली मिलन समारोह; मिठाई बांटकर साझा की गईं खुशियां, दिया गया प्रेम और भाईचारे के संदेश
ETVBHARAT
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
6:58
ନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲ
ETVBHARAT
5:26
Watch: ଜନଗଣନା ଅଧିକାରୀଙ୍କୁ ମାଡ ଘଟଣାକୁ ନିନ୍ଦା: SOP ଆସିଛି, ମନରୁ ଭୟ ଯାଇନି
ETVBHARAT
2:16
Watch: ଜଗତସିଂହପୁରରେ ଜଳିଲା ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ
ETVBHARAT
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
3:41
ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ
ETVBHARAT
2:12
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
4:20
WATCH: ଦଶରା ଉତ୍ସବ; ମହୀଶୂର ପ୍ୟାଲେସରେ ପହଞ୍ଚିଲେ ଆଉ ୩ ହାତୀ
ETVBHARAT
New
3:01
‘கோவை பெரியார் அறிவுலகத்தில் போலி புத்தங்கள்; தி.மு.க ஆட்சியில் ஊழல்’ - பகிரங்கமாக அறிவித்த அமைச்சர் ராஜ்மோகன்
ETVBHARAT
New
1:59
JTET में 20 से 25 फीसदी ग्रेस मार्क्स देने की मांग, अभ्यर्थियों ने गिनाईं परीक्षा की विसंगतियां
ETVBHARAT
New
3:10
बाजार में छाया स्काई शॉट और बटरफ्लाई वाला पटाखा, अनार-फुलझड़ी का क्रेज घटा
ETVBHARAT
1:29
ନବ ଦାସ ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବି ନେଇ ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ
ETVBHARAT
2:41
ଅନ୍ତର୍ଜାତୀୟ ଯୋଗ ଦିବସ: କୋଣାର୍କ ମନ୍ଦିର ସମ୍ମୁଖରେ ଯୋଗ ଦିବସ ପାଳିତ
ETVBHARAT
2:03
କେନ୍ଦ୍ରାପଡ଼ାରେ ୧୧୬ଟି ବିଦ୍ୟାଳୟରେ ଫଳାଫଳ ଶତ ପ୍ରତିଶତ, ଦେବଦର୍ଶୀ ମଣ୍ଡଳ ଜିଲ୍ଲାରେ ମାଟ୍ରିକ ଟପ୍ପର
ETVBHARAT
3:00
ଓଡିଆ ସିନେମା ନିର୍ମାତା ରବି ସ୍ୱାଇଁଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ହେଲା ଓଲିଉଡ୍ ଜଗତ
ETVBHARAT
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
5:33
Watch: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: LPG ସଙ୍କଟ, ଖାଉଟି ହନ୍ତସନ୍ତ
ETVBHARAT
2:12
INS ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ
ETVBHARAT