Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ନେପାଳରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା
1 year ago
ପୁରୀ: ନେପାଳରେ ସୃଷ୍ଟି ହୋଇଥିବା ଅଶାନ୍ତି ଧିରେ ଧିରେ କୁହୁଳୁଥିବା ବେଳେ, ବାଲୁକା କଳାରେ ଶାନ୍ତିବାର୍ତ୍ତା ଦେଇଛନ୍ତି ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଭାରତର ପଡୋଶୀ ଦେଶ ନେପାଳରେ ବ୍ୟାପକ ଅଶାନ୍ତି ଓ ଅରାଜକତା ଖେଳିଯାଇଛି । ଯୁବପିଢ଼ି ମାନେ ସରକାରଙ୍କ ମନୋମୁଖୀ କାର୍ଯ୍ୟ ଓ ଦୁର୍ନୀତି ଉପରେ ପ୍ରତିବାଦ କରି ବ୍ୟାପକ ଆନ୍ଦୋଳନ କରିଛନ୍ତି । ସରକାରଙ୍କର ସୋସିଆଲ ମିଡିଆ ବ୍ୟାନ କରିବା ନିଷ୍ପତ୍ତି ଯୁବପିଢିଙ୍କ ମଧ୍ୟରେ ଘୋର ଅସନ୍ତୋଷର କାରଣ ସାଜିଥିଲା । ଏହା ପରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା ।ଏହା ମଧ୍ୟ ପଢନ୍ତୁ: ବାଲୁକା ଚିତ୍ରକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛାTeachers Day: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଗୁରୁ ଦିବସ ଶୁଭେଚ୍ଛାହିଂସା ବ୍ୟାପକ ହେବାରୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମୀ ଓଲି ଓ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ନେପାଳରେ ପରିସ୍ଥିତି ବହୁ ଉତ୍ତେଜନାପୂର୍ଣ୍ଣ ରହିଛି । ଦେଶରେ ସାମରିକ ବାହାନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସମସ୍ତ ଚେଷ୍ଟା ଚଳାଇଛି । ତେବେ ନେପାଳରେ ଶାନ୍ତି ଫେରାଇ ଆଣିବା ପାଇଁ ନେପାଳ ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ଏଣୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ନେପାଳ ଜନତା ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ ବୋଲି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Recommended
6:30
|
Up next
ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ: ଖୋରଧାରେ ମୁଖ୍ୟମନ୍ତ୍ରୀଙ୍କ ସେବା ଜ୍ୟୋତି ଯାତ୍ରା
ETVBHARAT
1 week ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
2 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
3 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
4 months ago
3:51
आगामी विधानसभा चुनाव: ज्वलंत मुद्दों को लेकर जनता के बीच जाएगी कांग्रेस, 15 दिनों का 'रोडमैप' तैयार
ETVBHARAT
6 minutes ago
2:04
OBC आरक्षण पर पिछड़ा वर्ग आर-पार के मूड में, सभी 230 विधानसभा सीटों के लिए नई रणनीति
ETVBHARAT
10 minutes ago
2:26
हार की हताशा के कारण इंडिया गठबंधन ने दिल्ली में फैलाई अराजकता : अनुप्रिया पटेल
ETVBHARAT
13 minutes ago
0:49
चोरी के बाद व्यापारी पर दबाव, FIR में 3 लाख के गहने दर्ज करेंगे, 7 लाख कैश का जिक्र हटाओ
ETVBHARAT
21 minutes ago
2:28
अमेरिकी राष्ट्रपति ट्रम्प ने रूस पर प्रतिबंध लगाने वाले कानून को फिलहाल रोका, भारत और चीन को बड़ी राहत
ETVBHARAT
21 minutes ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
6 months ago
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
7 months ago
2:25
ଅନ୍ତର୍ଜାତୀୟ ମହିଳା ଦିବସରେ ପଡ଼ିଲା ହାତଗଣ୍ଠି
ETVBHARAT
7 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
8 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
2 years ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
1 year ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago