Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ବିଶାଳକାୟ ସରସ୍ବତୀ ମୂର୍ତ୍ତି: 64 ଫୁଟ ଉଚ୍ଚ, 45 ଫୁଟ ଶାଢୀରେ ସଜ୍ଜିତ
9 months ago
64 FEET SARASWATI IDOL, ଭୁବନେଶ୍ବର: ଆତସବାଜି ଓ ଆଲୋକମାଳାରେ ଉଦ୍ଭାସିତ ହୋଇ ୬୪ ଫୁଟ ଉଚ୍ଚତା ବିଶିଷ୍ଟ ମାଆ ହଂସବାହିନୀଙ୍କ ସର୍ବବୃହତ୍ତ ମେଢ ଭୁବନେଶ୍ବରରେ ପୂଜା ପାଉଠନ୍ତି । ମାଆଙ୍କ ଦିବ୍ୟ ରୂପ ଭକ୍ତଙ୍କୁ ବିଭୋର କରିଛି । ୟୁନିଟ ୯ ୟୁଥ କ୍ଲବରେ ପକ୍ଷରୁ ଆୟୋଜନ ଏହି ସୁଉଚ୍ଚ ମେଢ ଦେଖିବାକୁ ବହୁ ଭକ୍ତଙ୍କ ସୁଅ ଛୁଟୁଛି । ମା'ଙ୍କ ମୂର୍ତ୍ତିରେ 45 ଫୁଟ ଲମ୍ବର ଶାଢୀ ବ୍ୟବହାର କରାଯାଇଛି । ଯାହା ମା'ଙ୍କ ରୂପକୁ ଆହୁରି ଦିବ୍ୟ କରିତୋଳୁଛି । ୧୫ ଜଣ କାରିଗର:ମା'ଙ୍କ ମୂର୍ତ୍ତିର ଉଚ୍ଚତା 64 ଫୁଟ ରହିଥିବା ବେଳେ, 18 ଫୁଟ ଉଚ୍ଚତାର ବୀଣା ମା'ଙ୍କ ହସ୍ତରେ ଶୋଭା ପାଉଛି । ଏହି ମୂର୍ତ୍ତି ନିର୍ମାଣ ପାଇଁ ବାଉଁଶ, ନଡା, କାଠ, ପ୍ଲାଏ, ମାଟି, ସୋଲୋ ଓ ଅଠା ବ୍ୟବହାର କରାଯାଇଛି । ମା’ ସରସ୍ବତୀଙ୍କ ମେଢ ଗଢିବାକୁ କୋଲକାତାରୁ ୧୫ ଜଣ କାରିଗର ନିୟୋଜିତ ହୋଇଥିଲେ । ପ୍ରାୟ ଦେଢ ମାସ ଧରି କାରିଗରମାନେ ମୂର୍ତ୍ତି ତିଆରି କରିଥିଲେ ।
ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ମା' ସରସ୍ବତୀଙ୍କ ଏଭଳି ବିଶାଳକାୟ ଓ ନିଆରା ମୂର୍ତ୍ତି ଦେଖି ଭକ୍ତମାନେ ବେଶ୍ ଖୁସି ହୋଇଥିବା ପ୍ରକାଶ କରିଛନ୍ତି । ମା'ଙ୍କର ଦିବ୍ୟ ସାନ୍ନିଧ୍ୟ ପାଇବା ପାଇଁ ଦର୍ଶକଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ମା'ଙ୍କ ଆଗମନରେ ପରିବେଶ ବେଶ ଭକ୍ତିମୟ ହୋଇ ଉଠିଛି ବୋଲି ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି ।
ମୁର୍ତ୍ତି ଦେଖି ଭକ୍ତ ଉଲ୍ଲସିତ:ୟୁନିଟ ୯ ୟୁଥ କ୍ଲବ ସଦସ୍ୟ ସନ୍ଦୀପ ବାରିକ କହିଛନ୍ତି, "ବିଗତ ୭ ବର୍ଷ ହେବ କ୍ଲବ ପକ୍ଷରୁ ସରସ୍ୱତୀ ପୂଜାର ଆୟୋଜନ କରାଯାଉଛି । ପ୍ରତିବର୍ଷ ପୂଜାରେ ୭ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୁଏ । ପ୍ରସାଦ ସେବନ, ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜନସେବା ମୂଳକ କାର୍ଯ୍ୟ କ୍ଲବ ପକ୍ଷରୁ ଆୟୋଜିତ ହୁଏ । ଚଳିତ ବର୍ଷ ମା'ଙ୍କ ପୂଜାକୁ ଭବ୍ୟ ଆକାରରେ କରିବା ପାଇଁ ଆମେ ଚିନ୍ତା କଲୁ । କିଛି ନୂଆ କରିବାକୁ ଯାଇ ବଡ଼ ମୂର୍ତ୍ତି କରିବା ପାଇଁ ଯୋଜନା କରିଥିଲୁ ।" ପ୍ରତିଦିନ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବା ସହିତ ଆସନ୍ତା ୩୧ ତାରିଖରେ ମା'ଙ୍କୁ ମେଲାଣି ଦିଆଯିବ ବୋଲି ଆୟୋଜକ କହିଛନ୍ତି ।
ଏହା ମଧ୍ୟ ଦେଖନ୍ତୁ: Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହରଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Recommended
1:14
|
Up next
Watch: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ଅଗ୍ନିକାଣ୍ଡ
ETVBHARAT
3 days ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
2 weeks ago
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
2 weeks ago
7:08
Watch: ମହାଷ୍ଟମୀରେ କଟକରେ ରେକର୍ଡ଼ ସଂଖ୍ୟକ ଭିଡ଼, ମଣ୍ଡପକୁ ଛୁଟୁଛି ଭକ୍ତଙ୍କ ସୁଅ
ETVBHARAT
2 weeks ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
3 weeks ago
1:29
TI दिलीप पुरी के शव से लिपट पत्नी ने कही दिल की बात तो फफक पड़े सारे पुलिस अफसर
ETVBHARAT
16 minutes ago
2:07
Charting A Green Way: Once An Auto Driver, Odisha’s Sanatan Behera Now Grows Plants And Livelihoods
ETVBHARAT
18 minutes ago
4:03
सरकारी भाव से 150 रुपये महंगा बिक रहा मेवात का गन्ना, किसानों की बल्ले-बल्ले
ETVBHARAT
21 minutes ago
4:14
मुरादाबाद से कूड़े का पहाड़ गायब!, ट्रेंचिंग ग्राउंड का हो गया कायाकल्प, जानिए कैसे कचरा बना समस्या की जगह कमाई का जरिया
ETVBHARAT
23 minutes ago
3:59
देवरिया की सियासत में नया ट्रेंड: पिता की विरासत संभालने मैदान में उतरे बेटों के बीच मची होड़
ETVBHARAT
26 minutes ago
0:49
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
4 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
4 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
5 months ago
3:00
ଓଡିଆ ସିନେମା ନିର୍ମାତା ରବି ସ୍ୱାଇଁଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ହେଲା ଓଲିଉଡ୍ ଜଗତ
ETVBHARAT
7 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
7 months ago
3:49
Watch: ସମାପନ ହେଲା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା, ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍ ଭିଡ
ETVBHARAT
7 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
8 months ago
6:23
ବିଜେପି କାର୍ଯ୍ୟାଳୟରେ ଜମିଲା ରଙ୍ଗର ପର୍ବ, ଯାଜପୁର ଓ ଅନୁଗୋଳରେ ନେତା ଖେଳିଲେ ହୋଲି
ETVBHARAT
8 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
9 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
11 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
11 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago