Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ବାବା ଚନ୍ଦନେଶ୍ୱରଙ୍କ ଅନ୍ତିମ ପର୍ବ- ପାଟ ପର୍ବ, ଦେହରେ କଣ୍ଟା ଫୋଡ଼ିଲେ ଭକ୍ତ
6 months ago
ବାଲେଶ୍ବର: ବାବା ଚନ୍ଦନେଶ୍ୱରଙ୍କ ବିଶ୍ୱପ୍ରସିଦ୍ଧ ଚଡ଼କ ପର୍ବର ଅନ୍ତିମ ପର୍ବ- ପାଟ ପର୍ବ ଆଜି ସମାପନ ହେବ । ଦୀର୍ଘ 11 ଦିନ ନିର୍ଜଳା ଉପବାସ ରହି ବାବାଙ୍କ ନିକଟରେ ବ୍ରତ ଧାରଣ କରିଥିବା ଭକ୍ତମାନେ ସନ୍ଧ୍ୟାରେ ଶେଷ ଅର୍ଘ୍ୟ ପ୍ରଦାନ କରି ଘରକୁ ବାହୁଡ଼ିବେ । ସକାଳେ ଶ୍ରୀଜୀଉଙ୍କ ନୀତିକାନ୍ତି ପରେ ଭକ୍ତଙ୍କ ବିଦାୟୀ ଉତ୍ସବ ମାଳା ଚନ୍ଦନି ଆରମ୍ଭ ହୋଇଥିଲା । ଏଥିରେ ଭକ୍ତମାନେ ପରସ୍ପରକୁ ମାଳ ଓ ଚନ୍ଦନ ପିନ୍ଧାଇ କୋଳା କୋଳି ହୋଇ ଭାବ ଆଦାନ ପ୍ରଦାନ ସହିତ ବିଦାୟ ନେବାର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଭାରତର ବିଭିନ୍ନ ପ୍ରଦେଶରୁ ଆସିଥିବା ଲକ୍ଷାଧିକ ଭକ୍ତ ବାବାଙ୍କ ପୀଠରେ ଦୀର୍ଘ 11 ଦିନ ରହଣି ଭିତରେ ସେମାନଙ୍କ ଭିତରେ ଗଢ଼ି ଉଠିଥିବା ଭାଇଚାରା, ଭାତୃଭାବ ଓ ମଣିଷ ପଣିଆ, ଏକ ନିଆରା ଆପଣା ପଣ ତିଆରି କରିଥାଏ । ଯିବା ବେଳେ ସମସ୍ତେ ଭାବ ବିହ୍ବଳ ହୋଇ ଉଠନ୍ତି, ଅଲଗା ହେବାର ଦୁଃଖରେ ଆଖିରୁ ଝରି ପଡ଼ିଥାଏ ଲୁହ । ସନ୍ଧ୍ୟାରେ ହାକାଣ୍ଡ ପୋଖରୀରୁ ବିରାଟ ପଟୁଆରରେ ଦଶଲୋକି ମେଢ଼ ମନ୍ଦିରକୁ ଆସେ । ଏଥିରେ ଲକ୍ଷାଧିକ ଭକ୍ତ ବିଭିନ୍ନ ବେଶ ଧାରଣ କରି ଶୋଭାଯାତ୍ରାରେ ଆସିଥାନ୍ତି । ନିଆଁ ପାଟୁଆ ସାଙ୍ଗକୁ କଣ୍ଟା ପାଟୁଆମାନେ ଦେହରେ ହଜାର ହଜାର ମୁନିଆ କଣ୍ଟା ବିଦ୍ଧ କରି ମନ୍ଦିରକୁ ଆସୁଥିବାରୁ ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧ କର ହୋଇଥାଏ । ଚଳିତ ବର୍ଷ ଏକ ଲକ୍ଷ କୋଡିଏ ହଜାରରୁ ଅଧିକ ଭକ୍ତ ଓ 8 ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼, ଚଡ଼କ ପର୍ବର ଗୁରୁତ୍ୱକୁ ବୃଦ୍ଧି କରିଥିବା ବେଳେ 22 ପ୍ଲାଟୁନ ପୋଲିସ ଓ 3 ପ୍ଲାଟୁନ BSF ଫୋର୍ସ ସହିତ ଶତାଧିକ ପୋଲିସ ଅଧିକାରୀ ମୁତୟନ ଅଛନ୍ତି ।ଏହା ମଧ୍ୟ ପଢ଼ନ୍ତୁ- ସମ୍ପର୍କର ସେତୁ ସାଜିଛି ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରାଏହା ମଧ୍ୟ ପଢ଼ନ୍ତୁ- ଶେଷ ହେଲା ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳାଇଟିଭି ଭାରତ, ବାଲେଶ୍ବର
Category
🗞
News
Transcript
Display full video transcript
00:11
What is the name of Kuna Kota?
00:13
What is the name of Kuna Kota?
00:23
What is the name of Kuna Kota?
00:51
What is the name of Kuna Kota?
Show less
Recommended
2:19
|
Up next
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
3 days ago
2:14
ବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ETVBHARAT
5 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
5 weeks ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
2 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
3 months ago
0:35
100 साल पुरानी टंकी खस्ताहाल, कभी भी हो सकती है धराशायी, रहवासियों के लिए न बन जाए काल
ETVBHARAT
24 minutes ago
1:39
पानी-पानी हुआ रायपुर, खतरे के निशान पर बह रही खारून नदी, रायपुर नगर निगम की व्यवस्थाओं पर उठे सवाल
ETVBHARAT
29 minutes ago
1:03
मां बना रही थी गणेश विसर्जन का वीडियो, दो दोस्तों संग नदी में डूबा बेटा, 30 घंटे बाद भी तीनों का सुराग नहीं
ETVBHARAT
1 hour ago
2:48
मंडी था कभी कांग्रेस का गढ़, जयराम ठाकुर के अधूरे वादों से पार्टी को हुआ नुकसान- CM सुक्खू
ETVBHARAT
1 hour ago
2:11
ਅੰਮ੍ਰਿਤਸਰ ਦੇ ਭੰਡਾਰੀ ਪੁੱਲ ’ਤੇ ਖਾਲਿਸਤਾਨ ਪੱਖੀ ਨਾਅਰੇ ਲਿਖਣ ਵਾਲੇ ਦੋ ਮੁਲਜ਼ਮ ਗ੍ਰਿਫ਼ਤਾਰ
ETVBHARAT
1 hour ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
4 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
4 months ago
4:37
ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
7 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
8 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
1:41
ବାରବାଟୀ T-20 ମ୍ୟାଚ; ସୁରୁଖୁରୁରେ ଆୟୋଜନ ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସଞ୍ଜୟ, ଜଗନ୍ନାଥଙ୍କୁ ଦେଲେ ପ୍ରଥମ ଟିକେଟ୍
ETVBHARAT
10 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
10 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
11 months ago
2:46
କାର୍ତ୍ତିକମାସର ପହିଲି ପଞ୍ଚୁକ, ଆଶୁତୋଷଙ୍କ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର
ETVBHARAT
11 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
1:41
ଫ୍ଲାଏଓଭରରୁ ରେଲୱେ ଟ୍ରାକକୁ ଖସିଲା କାର, ଘଣ୍ଟାଏ ଯାଏଁ ଟ୍ରେନ ଚଳାଚଳ ବନ୍ଦ
ETVBHARAT
1 year ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
2 years ago