Skip to playerSkip to main content
  • 3 minutes ago
ଢେଙ୍କାନାଳ: ବ୍ରାହ୍ମଣୀ ନଦୀ ପାର୍ ହେଉଥିବା ବେଳେ ଥର୍ମାଲ୍ କ୍ୟାମେରାରେ କଏଦ ହେଲେ ୪୦ ଟିକିଏ ହାତୀ ପଲ । ଗତକାଲି (ରବିବାର) ଢେଙ୍କାନାଳ ବନ ବିଭାଗର ଥର୍ମାଲ କ୍ୟାମେରାରେ କଏଦ କରିଛି ଏହି ସୁନ୍ଦର ଦୃଶ୍ୟ । ବନ ବିଭାଗ ପକ୍ଷରୁ ହାତୀମାନଙ୍କ ଗତି ବିଧି ଉପରେ ନଜର ରଖିବା ପାଇଁ ଖଞ୍ଜା ଯାଇଥିବା ଥର୍ମାଲ କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା ।  
 ଢେଙ୍କାନାଳ ବନ ଖଣ୍ଡର ସଦର ରେଞ୍ଜ୍ ଗଦାଶିଳା ଦେଇ ଏହି ୪୦ ଟିକିଆ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଥିଲେ । ଯାହାକୁ ବନ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି । ଏହି ନୂତନ ବୈଷୟୀକ ଜ୍ଞାନ କୌଶଳ ଥିବା କ୍ୟାମେରାରେ ଦିନ ଓ ରାତିରେ ହାତୀପଲଙ୍କ ଗତିବିଧି ସମ୍ପର୍କରେ ଜାଣିବାରେ ସକ୍ଷମ ହେଉଛି ।ଏହା ମଧ୍ୟ ପଢନ୍ତୁ...କେନାଲରେ ଫସିଥିଲା ହାତୀ ଛୁଆ; ମାଆର ଅଦମ୍ୟ ଚେଷ୍ଟାରେ ହେଲା ଉଦ୍ଧାର, ସହଯୋଗ କଲା ବନ ବିଭାଗଏହା ମଧ୍ୟ ପଢନ୍ତୁ... ଏନ୍ଏଚ୍-୫୫ ଓ ରେଳପଥ ଅତିକ୍ରମ କଲେ ୪୦ ଟିକିଆ ହାତୀପଲଇଟିଭି ଭାରତ, ଢେଙ୍କାନାଳ  

Category

🗞
News
Transcript
00:00Thank you for listening.
00:30Thank you for listening.

Recommended