Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଶଙ୍ଖ ଛାଡି ପଦ୍ମ ଧରିଲେ ଜୟ; ଭୋଟ ପୋଛି ନେବି କହିଲେ ଘାସିରାମ
1 year ago
ନୂଆପଡା: ଜୟ ଢୋଲକିଆ ଶଙ୍ଖ ଛାଡି ପଦ୍ମ ଧରିବା ପରେ ନୂଆପଡା ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଆଦିବାସୀ ନେତା ଘାସିରାମ ମାଝୀଙ୍କ ସହିତ 'ଇଟିଭି ଭାରତ'ର ସାକ୍ଷାତକାର । ଏହି ଅବସରରେ ଘାସିରାମ ମାଝୀ କହିଛନ୍ତି ବିଜୟ ନେଇ ସେ ହଜାରେ ପ୍ରତିଶତ ଆଶାବାଦୀ । ମାଟିର ପୁଅ ଭାବେ ଭୋଟ ପୋଛି ନେବେ ବୋଲି କରିଛନ୍ତି ଦୃଢୋକ୍ତି । ନୂଆପଡା ଉପ-ନିର୍ବାଚନ ପାଇଁ ନଭେମ୍ବର 11 ତାରିଖରେ ପଡିବ ଭୋଟ ।
ପ୍ରଶ୍ନ- ଦିବଂଗତ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶଙ୍ଖ ଛାଡି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି । ଏହା ଆପଣଙ୍କୁ ପ୍ରଭାବ ପାକାଇବ କି ?ଉତ୍ତର -ଶଙ୍ଖ ଦଳରେ ଥିଲେ ଯେ କିଛି ସିମ୍ପାଥି ଭୋଟ ରହିଥିଲା, ପଦ୍ମ ଦଳକୁ ଗଲା ପରେ ଆଉ ବାପାଙ୍କ ସିମ୍ପାଥିକ ଭୋଟ ପାଇବେ ନାହିଁ । କାରଣ ସେ ପାର୍ଟିକୁ ବିକ୍ରି କରିଦେଲେ ।
ପ୍ରଶ୍ନ-ଜୟ ସରକାରୀ ଦଳକୁ ଯାଇଥିବାରୁ ନୂଆପଡାର ଅଧିକ ବିକାଶ କରିବେ, ସେଥିପାଇଁ ସେ ଶଙ୍ଖ ଛାଡି ପଦ୍ମ ଧରିରେ କି, ଏଥିରେ ଆପଣଙ୍କ ମତ କଣ?ଉତ୍ତର- ଅଧିକ ବିକାଶର ପ୍ରଶ୍ନ ନାହିଁ ତାଙ୍କ ବାପା ମନ୍ତ୍ରୀ ଥିଲା ସମୟରେ ନୂଆପଡାର ଶିକ୍ଷା, ସ୍ୱାସ୍ଥ୍ୟ, ଚାଷୀଙ୍କ ମଣ୍ଡି ବ୍ୟବସ୍ଥା, ଜଳ ସେଚନ, ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ବ୍ୟବସ୍ଥା ସବୁ ବିପର୍ଯ୍ୟସ୍ଥ ହେବା ସହିତ ଦୁର୍ନୀତି ଅଧିକ ହୋଇଛି ।
ପ୍ରଶ୍ନ-ବିଜେପି ଗଲା ପରେ ବିଜେପି ଦଳୀୟ ଭୋଟ ତା ସହିତ ତାଙ୍କ ବାପାଙ୍କ ସିମ୍ପାଥିକ ଭୋଟ ମିଶି ବିଜେପିର ଭୋଟ ବୃଦ୍ଧି ପାଇବ କି ?ଉତ୍ତର- ଭୋଟ ବୃଦ୍ଧି ହେବାର ସମ୍ଭାବନା ନାହିଁ, କାରଣ ବିଜେପିରେ ଗୋଷ୍ଠୀ କନ୍ଦଳ ରହିଛି, ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା, ଯଦୁ ମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ହୋମ ସିଂ ଖାମସିଂ, ଗୋଲଡି ସୋନିଆ ଜୈନ ଏଭଳି ଏକାଧିକ ଗୋଷ୍ଠୀ ବିଜେପିରେ ରହିଛି । ଏହି ଗୋଷ୍ଠୀ କନ୍ଦକୁ ଜୟ ଢୋଲକିଆ ସମ୍ଭାଳି ପାରିବ ନାହିଁ।
ପ୍ରଶ୍ନ-ଆପଣଙ୍କ ସ୍ଥିତି କେମିତି ରହିବ ?
ଉତ୍ତର -ମୋର ସ୍ଥିତି ମଜବୁତ ହେଲା । ମୋତେ ମାଟିର ମଣିଷ ଆଦିବାସୀ ନେତା ବୋଲି ଏକତରଫା ଭୋଟ ଦେବେ ଭୋଟର ।
ପ୍ରଶ୍ନ -ବିଜୟୀ ନେଇ କେତେ ଆଶାବାଦୀ ?
ଉତ୍ତର- 1000ପ୍ରତିଶତ ଆଶାବାଦୀ । ଏଥିରେ କୌଣସି ଆଶଙ୍କା ନାହିଁ ।
ପ୍ରଶ୍ନ-ନିର୍ବାଚନ ମଣ୍ଡଳୀରେ ପ୍ରାୟ 9000ରୁ ଉର୍ଦ୍ଧ ଯୁବ ଭୋଟର ଅଛନ୍ତି । ଏମାନେ ଆପଣଙ୍କୁ ପସନ୍ଦ କରିବେ ନା ଜୟ ଢୋଲକିଆଙ୍କୁ ?
ଉତ୍ତର-ମୋତେ ପସନ୍ଦ କରି ଭୋଟ ଦେବେ, ଯୁବକ ମାନେ ସଚ୍ଚୋଟ ପ୍ରାର୍ଥୀଙ୍କୁ ଖୋଜୁଛନ୍ତି । ତେଣୁ ମୋତେ ହିଁ ଯୁବକ ମାନେ ଭୋଟ ଦେବେ ।
ପ୍ରଶ୍ନ-ପିସିସି ସଭାପତି ଭକ୍ତ ଦାସ ନିର୍ବାଚନ ମଣ୍ଡଳୀ ବୁଲି ଅନେକ ସ୍ଥାନରେ ମିଶ୍ରଣ ପର୍ବ କଲେ ଲୋକ କେତେ ଗ୍ରହଣ କଲେ ?
ଉତ୍ତର- ବହୁତ ଗ୍ରହଣ କରିଛନ୍ତି । ଏଥର ମୋର ନିର୍ବାଚନ ବିଜୟୀ ସୁନିଶ୍ଚିତ ।ଇଟିଭି ଭାରତ, ନୂଆପଡା
Category
🗞
News
Transcript
Display full video transcript
00:00
Thank you very much.
00:30
Thank you very much.
01:00
Thank you very much.
Show less
Recommended
7:52
|
Up next
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
ETVBHARAT
4 days ago
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
3 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
5 weeks ago
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
7 weeks ago
1:29
ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7 weeks ago
1:26
प्रतापगढ़ में आराधना मिश्रा मोना का शक्ति प्रदर्शन; कार्यकर्ताओं ने जमकर लगाए नारे
ETVBHARAT
14 minutes ago
4:52
రక్షణ రంగంలో దేశాన్ని అగ్రగామి శక్తిగా తీర్చిదిద్దేందుకు కలిసి పనిచేద్దాం : సీఎం రేవంత్ రెడ్డి
ETVBHARAT
17 minutes ago
2:37
दशहरा बाद रामलीला महोत्सव की शुरुआत, यूपी के मिर्जापुर से आई कलाकारों की टीम, रामानुजगंज में सजा राम जी का मंच
ETVBHARAT
20 minutes ago
1:52
'పనిచేసే వారికే పార్టీ పదవులు' : తెలంగాణ బీజేపీ నేతలకు సునీల్ బన్సల్ హెచ్చరిక!
ETVBHARAT
21 minutes ago
1:53
റോഡരികിലൂടെ നടന്നുപോകവേ കാറിടിച്ച് തെറിപ്പിച്ചു; 12 വയസുകാരിക്ക് ദാരുണാന്ത്യം
ETVBHARAT
21 minutes ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
2 months ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
3:15
ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ: "କୌଣସି ସ୍ବପ୍ନ ଛୋଟ ବଡ଼ ନଥାଏ.. ଆଗକୁ ଦେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବି"- ନିକିତା
ETVBHARAT
6 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
9 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
11 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
2:13
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
11 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
1 year ago