Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
କୋଣାର୍କରେ ତିନି ଦିନିଆ ରଜ ମହୋତ୍ସବ ଆରମ୍ଭ; ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପାରମ୍ପରିକ ପିଠାପଣା
3 months ago
କୋଣାର୍କ: ଅର୍କକ୍ଷେତ୍ରରେ ରଜ ମହୋତ୍ସବ । ବାର ମାସରେ ତେର ଯାତ ମଧ୍ୟରୁ ରଜ ପର୍ବ ଅନ୍ୟତମ । ଏହି ପର୍ବ ବିଶେଷ କରି କୁଆଁରୀ ଝିଅମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ, ଉଲ୍ଲାସର ବାର୍ତ୍ତା ନେଇ ଆସିଥାଏ । ଓଡ଼ିଶାର ଏହି ଗୌରବମୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ଦେଶ-ବିଦେଶର ପର୍ଯ୍ୟଟକମାନଙ୍କୁ ଆମର ପରମ୍ପରା ସହ ଯୋଡ଼ିବା ପାଇଁ ବିଶ୍ୱ ପ୍ରସିଦ୍ଧ ଅର୍କକ୍ଷେତ୍ର କୋଣାର୍କଠାରେ ଆରମ୍ଭ ହୋଇଛି ୩ ଦିନିଆ ରଜ ମହୋତ୍ସବ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ପକ୍ଷରୁ କୋଣାର୍କ ପାନ୍ଥ ନିବାସ ପରିସରରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଏହି ରଜ ଉତ୍ସବକୁ ଶୁଭାରମ୍ଭ କରାଯାଇଛି ।
ଏହି ମହୋତ୍ସବକୁ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢିହାରୀ ଏବଂ ଓଟିଡିସି (OTDC) ପରିଚାଳକ ବାପିରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଆଜିର ଆଧୁନିକତା ଚାକଚକ୍ୟ ମଧ୍ୟରେ ଓଡ଼ିଶାର ହଜିଯାଉଥିବା ପାରମ୍ପରିକ ପିଠାପଣାକୁ ପୁନଃଉଜ୍ଜୀବିତ କରିବା ଏବଂ ଏହାର ପ୍ରଚାର ପ୍ରସାର କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଛି ପାନ୍ଥ ନିବାସରେ ଖୋଲାଯାଇଥିବା ଏକ ସ୍ୱତନ୍ତ୍ର ପିଠା ଷ୍ଟଲ୍। ଏହି ଷ୍ଟଲରେ ଓଡ଼ିଶାର ସୁଆଦିଆ ପୋଡ଼ପିଠା, ସିଝା ମଣ୍ଡା, ଆରିସା, କାକରା, ଚକୁଳି ଏବଂ ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼ ଭଳି ବିଭିନ୍ନ ପ୍ରକାରର ପାରମ୍ପରିକ ପିଠା ପ୍ରସ୍ତୁତ କରାଯାଇ ପର୍ଯ୍ୟଟକଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଇଛି । ଏହା ସହିତ ରଜର ମୁଖ୍ୟ ଆକର୍ଷଣ ସାଜିଥିବା ସୁବାସିତ ରଜ ପାନ ପର୍ଯ୍ୟଟକମାନଙ୍କ ମନ ମୋହିଛି ।
ଏହି ରଜ ଉତ୍ସବର ସବୁଠାରୁ ସୁନ୍ଦର ଦିଗ ହେଉଛି ସାମାଜିକ ସଦଭାବନା । କେବଳ ହିନ୍ଦୁ ସମ୍ପ୍ରଦାୟର ମହିଳା ଓ ଝିଅମାନେ ନୁହନ୍ତି ବରଂ ସଂଖ୍ୟାଲଘୁ ମୁସଲିମ୍ ସମ୍ପ୍ରଦାୟର ଯୁବତୀମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ବେଶ୍ ଧୂମଧାମରେ ରଜ ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି । ସଂସ୍କୃତି ଯେ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିପାରେ, ତାହା କୋଣାର୍କ ପାନ୍ଥ ନିବାସର ଏହି ରଜ ମହୋତ୍ସବ ପ୍ରମାଣିତ କରିଛି । ଝିଅମାନଙ୍କ ରଜ ଦୋଳି ଖେଳ, ପାରମ୍ପରିକ ଗୀତ ଏବଂ ପିଠାର ଆସର କୋଣାର୍କ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରୁଛି । ଓଟିଡିସିର ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପର୍ଯ୍ୟଟକମାନେ ବେଶ୍ ପ୍ରଶଂସା କରିଛନ୍ତି ।ଏହା ମଧ୍ୟ ପଢନ୍ତୁ... ମାଟି ଓ ମେଘର ମିଳନର ପର୍ବ ରଜ, ପୋଡପିଠା ପାନରେ ମହକୁଛି ଗାଁ ଠୁ ସହରଏହା ମଧ୍ୟ ପଢନ୍ତୁ...ଓଡ଼ିଶାର ଗଣପର୍ବ ରଜ: ଶାନ୍ତି ଓ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଇଟିଭି ଭାରତ, ନିମାପଡ଼ା
Category
🗞
News
Transcript
Display full video transcript
00:10
ીચ્યેકા કર્વાલે આખ્યેકા કર્હિબાલોંર આપલેકા કર્દેકા કર્તિકા પર્બ ઔયુા કર્ચિ
00:44
Thank you very much.
01:27
Thank you very much.
Show less
Comments
Log in to post a comment
Recommended
1:32
|
Up next
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 weeks ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
4 weeks ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
4 weeks ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
7 weeks ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
3 months ago
3:44
रणथंभौर में गणेश मेले का आगाज:61 बसें, 10 रुपए किराया, वाटर पॉइंट पर गोताखोर, CCTV से निगरानी
ETVBHARAT
5 minutes ago
10:43
'मुख्यमंत्री नाम से- प्रॉपर्टी डीलर काम से', सरकारी जमीन आवंटन पर कांग्रेस का तंज, लगाए ये गंभीर आरोप
ETVBHARAT
5 minutes ago
5:52
প্রথম বিশ্বযুদ্ধে ফ্রান্সের হয়ে লড়েছিলেন 28 বাঙালি, বিস্মৃতির আঁধারে চন্দননগরের ইতিহাস
ETVBHARAT
5 minutes ago
3:06
'जनता दल नीतीश' बनेगी JDU? जानें नाम बदलने के पीछे की इनसाइड स्टोरी
ETVBHARAT
8 minutes ago
2:55
నిషేధిత భూముల జాబితా కొత్తగా వచ్చింది కాదు, గతంలో ఉన్నదే : మంత్రి పొంగులేటి
ETVBHARAT
9 minutes ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
2:41
ଅନ୍ତର୍ଜାତୀୟ ଯୋଗ ଦିବସ: କୋଣାର୍କ ମନ୍ଦିର ସମ୍ମୁଖରେ ଯୋଗ ଦିବସ ପାଳିତ
ETVBHARAT
3 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
3 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
5 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
5 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
7 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
8 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
9 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
10 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
10 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
10 months ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
11 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
11 months ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
1 year ago
Comments