Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ମହାଳୟାରେ ମା' ସମଲେଇଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
3 weeks ago
Goddess Samalei 'Dhabalamukhi Besha', ବଲାଙ୍ଗିର: ପବିତ୍ର ମହାଳୟା ତିଥିରେ ମା' ସମଲେଇ ଧବଳ ମୁଖୀ ବେଶରେ ଦେଉଛନ୍ତି ଦର୍ଶନ । ପିତୃ ପକ୍ଷର ଆଜି ଅନ୍ତିମ ଦିନ । କାଲିଠୁ ଆରମ୍ଭ ହେବ ଦେବୀ ପକ୍ଷ । ଆଜି ମା'ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଆତ୍ମାକୁ ଶାନ୍ତି ମିଳିଥାଏ । ଯାହା ପାଇଁ ଆଜି ମା ସମଲେଇଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଆଜି ଗଙ୍ଗା ବୁଡ଼ିଲେ ପୂର୍ବ ପୁରୁଷଙ୍କ ଆତ୍ମାଙ୍କୁ ଶାନ୍ତି ମିଲିଥାଏ । ମା ସମଲେଇ ଏହି ବିଧି ବିଧାନକୁ ନିଜେ ଆହରଣ କରି ଆଜି ଧବଳ ମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମା' ଙ୍କ ଦର୍ଶନ କଲେ ଗଙ୍ଗା ବୁଡ଼ିବାର ପୁଣ୍ୟ ପ୍ରାପ୍ତ ହେବା ସହ ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇଥାଏ । ପିତୃ ପକ୍ଷ ବା ପୂର୍ବ ପୁରୁଷଙ୍କ ପକ୍ଷ ଆଜି ମହାଳୟାରେ ଅନ୍ତିମ ଦିନ । ଏହି ତିଥିରେ ଆଜି ମା ସମଲେଇ ମାନବ ଜୀବନର କଲ୍ୟାଣ ପାଇଁ ଧବଳ ମୁଖୀ ଶାନ୍ତି ରୂପରେ ଦର୍ଶନ ଦେଉଛନ୍ତି । ବଲାଙ୍ଗିର ମା' ସମଲେଇଙ୍କ ପୀଠରେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି ।
ଶ୍ରଦ୍ଧାଳୁ ତଥା ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି,"ଆଜି ପବିତ୍ର ମହାଳୟା ତିଥିରେ ସମସ୍ତଙ୍କୁ ଶୁଭେଛା ଜଣାଉଛି । ଆମେ ପୂର୍ବ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଆଜି ପିତୃପିଣ୍ଡ ଦାନ କରାଯାଇଛି । ଆଜି ମା ସମଲେଇ ସମସ୍ତଙ୍କୁ ଧବଳ ମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଶାନ୍ତି ରୂପରେ ସେ ଆଜି ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାନବ କଲ୍ୟାଣ ପାଇଁ ସେ ଶାନ୍ତି ରୂପରେ ସେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲିଠୁ ନବରାତ୍ର ଆରମ୍ଭ ହେବ । ଦେବୀଙ୍କ ଉପାସନା ହେବ" ବୋଲି ସେ କହିଛନ୍ତି ।
ସେପଟେ ମା' ସମଲେଇ ପୀଠ ମୁଖ୍ୟ ପୂଜକ ଅକ୍ଷୟ ଦିଶ୍ରୀ କହିଛନ୍ତି," ଆଜି ପବିତ୍ର ଅମାବାସ୍ୟା ମହାଳୟା ତିଥି ଅଟେ । ପୂର୍ବ ପୁଋଷଙ୍କ ପାଇଁ ପିଣ୍ଡ ଦାନ ଦେବା ସହ ଗଙ୍ଗାରେ ବୁଡ଼ ଲଗାଇଲେ ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ତେବେ ଏହି ବିଧି ବିଧାନ ଆଦିଶକ୍ତି ମା' ସମଲେଇ ନିଜ ଭିତରେ ଆହରଣ କରିଛନ୍ତି । ଏବଂ ଆଜିର ଦିନରେ ସେ ଧବଳ ମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଅର୍ଥାତ ଆଜି ମା'ଙ୍କ ଦର୍ଶନ କଲେ ଗଙ୍ଗା ବୁଡ]ର ପୁଣ୍ୟ ମିଳିଥାଏ । ସେହିପରି ଆତ୍ମାକୁ ଶାନ୍ତି ମିଳିଥାଏ । ମାନବ କଲ୍ୟାଣ ପାଇଁ ଆଜି ମା' ସମଲେଇ ଏହି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି" ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଛାତ୍ରଙ୍କୁ ଯୌନ ନିର୍ଯାତନା: କଲେଜ ସିଲ୍, ତଦନ୍ତ ଜାରିଏହା ମଧ୍ୟ ପଢ଼ନ୍ତୁ- ବର୍ଷାରେ ଫୁଲିଲା ହରଭାଙ୍ଗୀ ନଦୀ; ଡଙ୍ଗାରେ ଆସି ପାରିଲେନି, 5କିମି ପାହାଡ଼ ଚଢି ଜୀବନ ବଞ୍ଚାଇଲେ ଗ୍ରାମବାସୀ, ବଖାଣିଲେ ଘର ଛାଡିବାର ଦୁଃଖଇଟିଭି ଭାରତ, ବଲାଙ୍ଗିର
Category
🗞
News
Transcript
Display full video transcript
00:28
Oh
00:32
Okay
01:29
Thank you very much.
01:54
Thank you very much.
02:27
Thank you very much.
02:30
Thank you very much.
03:16
Thank you very much.
Show less
Recommended
1:14
|
Up next
Watch: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ଅଗ୍ନିକାଣ୍ଡ
ETVBHARAT
3 days ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
2 weeks ago
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
3 weeks ago
0:49
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
4 weeks ago
1:29
ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
2 months ago
4:40
ഒരു വിത്തിൽ തുടങ്ങിയ പൂപ്രണയം; 70-ാം വയസിൽ താമരക്കൃഷിയിലൂടെ മികച്ച വരുമാനം നേടി ശ്രീലത
ETVBHARAT
16 minutes ago
1:09
కుక్క కోసం గోడ పగలగొడితే ప్రహరీ మొత్తం కూలే పరిస్థితి వచ్చింది
ETVBHARAT
23 minutes ago
2:22
धीरेंद्र शास्त्री के अमर्यादित बयान पर मथुरा का संत समाज नाराज; कथा में की राम-कृष्ण की तुलना
ETVBHARAT
24 minutes ago
1:23
కూతురి ప్రాణాల కోసం తల్లి తాపత్రయం - భుజంపై ఎత్తుకుని 7 కి.మీ. నడక - స్పందించిన నారా లోకేశ్
ETVBHARAT
28 minutes ago
5:03
દિવાળીના તહેવારો વચ્ચે હવામાનમાં પલટો, અંબાલાલ પટેલે કરી મોટી આગાહી
ETVBHARAT
28 minutes ago
4:01
ଦେଶ ସେବାରେ ସମର୍ପିତ ବୀର ଯବାନଙ୍କୁ ମନେ ପକାଇଲେ ପୂର୍ବତ୍ତନ ମନ୍ତ୍ରୀ
ETVBHARAT
3 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
10 months ago
4:05
ଅଟ୍ରିରେ ମକର ମେଳା; ମାନସିକଧାରୀଙ୍କ ଛୁଆ ପାଇଁ ଗୁଆ ଖୋଜା
ETVBHARAT
10 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
11 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
11 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
1 year ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
1 year ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
1 year ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
1 year ago