Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ଅଷ୍ଟମୀ ପୂଜାରେ କାହିଁକି ମା'ଙ୍କ ପାଖରେ କୁସ୍ମାଣ୍ଡ ବଳି ଦିଆଯାଏ ?
2 days ago
କଟକ: ଆଜି ପବିତ୍ର ମହାଷ୍ଟମୀ । ରୀତିନୀତି ଅନୁଯାୟୀ ସମସ୍ତ ପୂଜା ମଣ୍ଡପରେ ଅଷ୍ଟମୀ ବିହିତ ପୂଜା କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମାଙ୍କ ପୂଜା କରିଛନ୍ତି ପୂଜକ । ଆଜି ଅଳ୍ପ ସମୟ ପାଇଁ ଅଷ୍ଟମୀ ପୂଜା ଥିବାରୁ ସକାଳୁ ସକାଳୁ ବ୍ରତଧାରୀଙ୍କ ଭିଡ଼ ବି ଜମିଥିଲା । ତେଵେ ଏହି ପୂଜାର କଣ ସ୍ୱତନ୍ତ୍ରତା ? ସନ୍ଧି ପୂଜା କଣ ? କାହିଁକି ମାଙ୍କ ପାଖରେ କୁସ୍ମାଣ୍ଡ ବଳି ଦିଆଯାଏ ? ଏନେଇ କଟକ ଅଲିଶା ବଜାର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ... ଆଜି ପବିତ୍ର ମହାଷ୍ଟମୀ । ଜଗତ ଜନନୀ ମା’ଙ୍କ ପାଖରେ କୁସ୍ମାଣ୍ଡ(ପାଣିକଖାରୁ) ବଳିର ଵିଧି ରହିଛି । ବିଶେଷକରି ସନ୍ଧି ପୂଜା ସମୟରେ ଏହି ବଳି ଦିଆ ଯାଇଥାଏ । ଏହି ପରମ୍ପରା ଯଦିଓ ଏବେକାର ନୁହେଁ ବରଂ ବର୍ଷ ବର୍ଷ ହେବ ଅଷ୍ଟମୀ ପୂଜା ଦିନ କେବଳ ମୃଣ୍ମୟୀ ମୂତ୍ତିଙ୍କ ନିକଟରେ ବଳି ଦିଆଯାଏ । ଏହି ପୂଜା କରିବା ସମୟରେ କୌଣସି ସାଧାରଣ ଭକ୍ତ ବା ଶ୍ରଦ୍ଧାଳୁ ଦେଖନ୍ତି ନାହିଁ । ଏହାକୁ ଗୁପ୍ତ ପୂଜା କୁହାଯାଏ । ସନ୍ଧି ପୂଜା ସମୟରେ ମଣ୍ଡପ ଆଗରେ ପରଦା ଟଣାଯାଏ । ସନ୍ଧି ପୂଜା:ପରଦା ଭିତରେ କେବଳ ପୂଜକ ମାନେ ହିଁ ରହି ଏହି ପୂଜା କରିଥାନ୍ତି । ଅଷ୍ଟମୀ ଶେଷ ହେଉଥିବା ଏବଂ ନବମୀ ଆରମ୍ଭ ହେଉଥିବ ଠିକ ଏହି ସମୟରେ ସନ୍ଧି ପୂଜା ଅନୁଷ୍ଠିତ ହେବାର ଵିଧି ରହିଛି । କୁହାଯାଏ ଅଷ୍ଟମୀର ଏହି ପୂଜା ମା’ଙ୍କୁ ଶାନ୍ତ କରିବା ପାଇଁ କରାଯାଏ । ଅଷ୍ଟମୀରେ ମା’ ଜଗତଜନନୀ ଅଶାନ୍ତ ଥାନ୍ତି । ତେଣୁ ମା’ଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜା କରାଯାଏ । ପୂର୍ବରୁ ଯଦିଓ ପଶୁ ବଳିରେ ପ୍ରଥା ଥିଲା, ମାତ୍ର ଏବେ ତାହାକୁ ପରିବର୍ତ୍ତନ କରାଯାଇଛି । କେବଳ କୁସ୍ମାଣ୍ଡ (ପାଣି କଖାରୁ)କୁ ବଳି ଦେବାର ପରମ୍ପରା ରହିଛି । ସେହିପରି ଆଜି ଚଣ୍ଡୀ ପାଠର ଵିଧି ମଧ୍ୟ ରହିଛି ।ଏହା ବି ଦେଖନ୍ତୁ- କଟକରେ ମା’ ଦୁର୍ଗା ପିନ୍ଧନ୍ତି 500 କୋଟି ମୂଲ୍ୟର ସୁନା-ଚାନ୍ଦି, ପ୍ରହରୀ ନୁହେଁ ବିଶ୍ବାସରେ କରାଯାଏ ଅଳଙ୍କାର ସୁରକ୍ଷାଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:00
Thank you very much.
00:58
Thank you very much.
01:12
Thank you very much.
01:54
Thank you very much.
Show less
Recommended
7:52
|
Up next
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
ETVBHARAT
5 hours ago
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
1 day ago
6:34
ପ୍ରଥମ ଥର ପାଇଁ ଦଶହରାରେ ସପ୍ତମୀ ପୂଜାକୁ ଦ୍ବନ୍ଦ୍ବ, କାରଣ କ'ଣ ?
ETVBHARAT
4 days ago
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
2 weeks ago
0:26
ଓଡ଼ିଶା ବନ୍ଦ ପ୍ରଭାବ, ଗୁରୁତର ରୋଗୀକୁ ନେଇ ପଶ୍ଚିମବଙ୍ଗ ଫେରିଗଲା ଆମ୍ବୁଲାନ୍ସ
ETVBHARAT
2 weeks ago
1:48
गोंदियातील 40 लाखांच्या घरफोडीचा छडा; मध्य प्रदेशच्या इंदूरमधून सोन्याचे दागिने जप्त
ETVBHARAT
9 minutes ago
1:04
વાવમાં પત્ની સાથે આડા સંબંધોના વહેમમાં કૌટુંબિક બનેવીએ સાળાની હત્યા કરી; ગણતરીના કલાકોમાં હત્યારો ઝડપાયો
ETVBHARAT
12 minutes ago
9:33
ବିଦାୟ ନେବେ ମା’: ଷ୍ଟେସନ ବଜାରରେ ପୁରୁଣା ସ୍ମୃତି ସାଉଁଟିବାକୁ ପ୍ରୟାସ, ବରମୁଣ୍ଡାରେ କାମ୍ପିଲ୍ୟ ପ୍ୟାଲେସ
ETVBHARAT
15 minutes ago
1:47
पत्नी ने प्रेमी के साथ मिलकर पति का किया मर्डर, कीटनाशक वाला इंजेक्शन लगाकर की गई हत्या
ETVBHARAT
17 minutes ago
1:51
Fish Offering To Please Maa Durga: 12 Quintals Cooked For Navami Bhog At Cuttack’s Chandinichowk
ETVBHARAT
17 minutes ago
1:45
ବାଣୀବିହାର ଓଭରବ୍ରିଜ୍ରେ ଅଜଗର ଆତଙ୍କ, କେଉଁଠୁ ଆସିଲା ଏତେ ବଡ଼ ସାପ ?
ETVBHARAT
3 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
4 weeks ago
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
7 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
7 weeks ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
8 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
10 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
1 year ago