Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Add to Playlist
Report
ETVBHARAT
Follow
ବାଣୀବିହାର ଓଭରବ୍ରିଜ୍ରେ ଅଜଗର ଆତଙ୍କ, କେଉଁଠୁ ଆସିଲା ଏତେ ବଡ଼ ସାପ ?
7 weeks ago
ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ୍ ଉପରୁ ପ୍ରାୟ ୫ ଫୁଟ୍ ଲମ୍ବର ଅଜଗର ଉଦ୍ଧାର କରାଯାଇଛି । ବ୍ରିଜ୍ର ବ୍ୟାରିକେଡ୍ ନିକଟରେ ସାପଟିକୁ ଦେଖି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସାପକୁ ଦେଖିବା ଓ ମୋବାଇଲ୍ରେ ଫଟୋ ଭିଡିଓ କରିବାକୁ ବାଇକ୍ ଆରୋହୀ ଅଟକି ଯାଇଥିଲେ । ଯାହା କିଛି ସମୟ ପାଇଁ ଟ୍ରାଫିକ୍ ମଧ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ଆଶିଷ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହା ପରେ ଏହାକୁ ଭରତପୁର ଅଭୟାରଣ୍ୟରେ ଛାଡ଼ିବା ପାଇଁ ଭୁବନେଶ୍ୱର ୱାଇଲ୍ଡଲାଇଫ୍ ରେଞ୍ଜ୍ ଅଫିସ୍ର କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି ।
ସ୍ନେକ୍ ହେଲ୍ପଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ସାପଟି କୌଣସି ଟ୍ରକ୍ କିମ୍ବା ବସ ତଳେ ଚଢ଼ି ଆସିଛି । ଯାହା ଫଳରେ ସାପଟି ରାସ୍ତା ଉପରେ ଖସି ପଡ଼ିଥାଇପାରେ । ଅନ୍ୟପକ୍ଷରେ, କୌଣସି ସାପ ଧରାଳିଙ୍କ ବ୍ୟାଗ୍ କିମ୍ବା ଡବାରୁ ମଧ୍ୟ ଏହା ଖସି ପଡ଼ିଥିବା ସମ୍ଭାବନା ରହିଛି ।
ଜଣେ ଗାଡି ଆରୋହୀ କହିଛନ୍ତି, "ଅଫିସରୁ ଫେରିବା ବେଳେ ସାପଟିକୁ ଦେଖିଥିଲି । ସାପଟି କାହାର ଯେଭଳି କ୍ଷତି କରିବ ନାହିଁ ଓ ସାପଟି ମଧ୍ୟ କୌଣସି କ୍ଷତି ନଘଟେ ସେନେଇ ତୁରନ୍ତ ସ୍ନେକ ହେଲ୍ପଲାଇନକୁ କଲ କରିଥିଲି ।"
ଏପଟେ ବନ କର୍ମଚାରୀ କହିଛନ୍ତି ଯେ, ଅଜଗର ସାପଟି ଉଦ୍ଧାର କରାଯାଇଛି । ଏହାକୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛଡାଯାଇଛି । ତେବେ ପ୍ରଶ୍ନ ଉଠୁଛି, ୩୦ ଫୁଟ୍ରୁ ଅଧିକ ଉଚ୍ଚ ଓଭରବ୍ରିଜ୍ ଉପରକୁ ଅଜଗରଟି ଆସିଲା କେମିତି? ଏହାକୁ ନେଇ ଏବେ ବିଭିନ୍ନ ଆଲୋଚନା ହେଉଛି ।ଏହା ମଧ୍ୟ ପଢ଼ନ୍ତୁ...କାମୁଡ଼ିଲା ବିଷାକ୍ତ ଚିତି ! ସାପକୁ ପଲିଥିନରେ ଧରି, ସାଇକେଲ ଚଳାଇ ମେଡିକାଲ ଆସିଲେ ଜଗୁଆଳି ମୋଚିରାମ ଟୁଡୁଚିକିଟି ଗଡ ରତନେଇ ମନ୍ଦିରରୁ ୧୨ ଫୁଟର ଅହିରାଜ ସାପ ଉଦ୍ଧାରଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:11
This video is brought to you by S.T.A.L.A.
Show less
Recommended
1:26
'ଭାରତ ରତ୍ନ' ଲାଲକୃଷ୍ଣ ଆଡଭାନୀଙ୍କ ୯୯ତମ ଜନ୍ମଦିନ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
2:38
ମା' ଦୁର୍ଗାଙ୍କ ବେଲବରଣୀ, ପ୍ରଥମେ ବେଲ ବୃକ୍ଷ ମୂଳେ ପୂଜା କରାଯାଏ କାହଁକି ?
ETVBHARAT
5:54
ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ; ଶେଷ ସନ୍ଧ୍ୟାରେ ଧମାଲ୍ କଲା ପ୍ରିନ୍ସ ଡାନ୍ସ ଗ୍ରୁପ
ETVBHARAT
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
2:49
ରାସ୍ତାରେ ପିଇଲେ ପଇଡ଼, ଶ୍ରୀଧରଙ୍କ ସହ ହେଲେ ସୁଖଦୁଃଖ ହେଲେ ମୋହନ
ETVBHARAT
5:57
ଅଷ୍ଟମୀ ପୂଜାରେ କାହିଁକି ମା'ଙ୍କ ପାଖରେ କୁସ୍ମାଣ୍ଡ ବଳି ଦିଆଯାଏ ?
ETVBHARAT
5:16
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବାଜି ମାରିଲା ABVP; ସଭାପତି ଭାବେ କୀର୍ତ୍ତିବନ୍ତ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ
ETVBHARAT
1:20
ଭୁବନେଶ୍ୱରରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା EV କାର୍
ETVBHARAT
New
2:20
‘Thala Forever’ - சேப்பாக்கம் மைதானத்தில் பிரம்மாண்ட ட்ரோன் ஷோ; தோனிக்கு பிரியாவிடை கொடுத்த சிஎஸ்கே
ETVBHARAT
0:26
ଓଡ଼ିଶା ବନ୍ଦ ପ୍ରଭାବ, ଗୁରୁତର ରୋଗୀକୁ ନେଇ ପଶ୍ଚିମବଙ୍ଗ ଫେରିଗଲା ଆମ୍ବୁଲାନ୍ସ
ETVBHARAT
5:11
ବାତ୍ୟା 'ଅର୍ଣ୍ଣବ'; ରାୟଗଡାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ
ETVBHARAT
3:16
କାଳୀ ନୃତ୍ୟରେ ଦୁଲୁକୁଛି ଢେଙ୍କାନାଳ, ଆଜି ମା'ଲକ୍ଷ୍ମୀଙ୍କ ଭସାଣ ଉତ୍ସବ
ETVBHARAT
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
2:00
ବାତ୍ୟା 'ଅର୍ଣ୍ଣବ' ପରେ ଦକ୍ଷିଣ ଓଡ଼ିଶା ବେହାଲ ! ଗଞ୍ଜାମ ଓ ଗଜପତିରେ ଜନଜୀବନ ବାଧାପ୍ରାପ୍ତ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ETVBHARAT
3:48
ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ! ଗଞ୍ଜାମରୁ ଗଜପତି... ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ
ETVBHARAT
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
6:34
ପ୍ରଥମ ଥର ପାଇଁ ଦଶହରାରେ ସପ୍ତମୀ ପୂଜାକୁ ଦ୍ବନ୍ଦ୍ବ, କାରଣ କ'ଣ ?
ETVBHARAT
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
New
0:26
KGMU में सिर झुकाकर 'प्रणाम महोदय जी' बोलते रहे जूनियर छात्र, प्रशासन की नजर में सीनियर का सम्मान
ETVBHARAT
New
2:03
तस्करों के ड्रोन हवा में होंगे ढेर, पुलिस को मिलेगा AI 'एंटी ड्रोन व्हीकल', आधुनिक उपकरणों पर खर्च होंगे 96.42 करोड़
ETVBHARAT
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT