Skip to playerSkip to main content
  • 1 year ago
ପୁରୀ: ରାସ୍ତାରେ ଅଟକି ପିଇଲେ ପଇଡ଼, ଲୋକଙ୍କ ସହ ହେଲେ ସୁଃଖ ଦୁଃଖ । ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ଜଣେ ସାଧାରଣ ଲୋକଙ୍କ ଭଳି ପଇଡ଼ ପିଇଛନ୍ତି ।ଏହାସହ ପଇଡ଼ ବିକ୍ରେତା ଶ୍ରୀଧରଙ୍କ ସହ ମଧ୍ୟ ଭଲ ମନ୍ଦ ପଚାରି ବୁଝିଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା,ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ପୁରୀ ଯିବା ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ଼ କିଣି ପିଇଥିଲେ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ । କିଭଳି ବ୍ୟବସାୟ ଚାଲିଛି ? କେତେ ବର୍ଷ ଧରି ବ୍ୟବସାୟ କଲେଣି ? ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ? ସେ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା ।ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼, ନାଟ ମଣ୍ଡପ ଭିତରେ ଠେଲାପେଲା ସ୍ଥିତିଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ବ, ରେଡ ଜୋନ ଘୋଷଣା କଲା ଡିଜିସିଏଇଟିଭି ଭାରତ, ପୁରୀ

Category

🗞
News
Transcript
00:00...
00:10...
00:21Adwa?
00:22Yes, Adwa.
00:23Adwa is there?
00:24Yes.
00:25Go go go go.
00:26I'm going to go.
00:28No, no.
00:29What do you say?
00:30No.
00:31You don't have to go?
00:32Why didn't you go?
00:33No.
00:34No.
00:35No.
00:36You're the Shri Dharom.
00:38Why don't you go to the Shri Dharom?
00:39No.
00:40No.
00:41Did you go to the Shri Dharom?
00:42No.
00:43No.
00:44No.
00:45Did you go to Shri Dharom?
00:47No, they didn't go to the Shri Dharom.
00:49Where?
00:50How did you pay all the dollars?
00:54How old did the dollars happen?
00:57They were lost in the dollars.
01:00Do you know how long would the dollars come?
01:02How long would the dollars happen?
01:06This is all.
01:08We have to pay all the dollars.
01:10The dollars are just the same.
01:13Why is it not?
01:16We have to give them more..
01:20Again, there are content involved in many different types of patients.
01:27The social network just becomes said...
01:30If you do, consider yourself consistent.
01:32You try to get aل Eras' work.
01:35Today can you access appropriate equipment?
01:45Do you want local actors?
01:46Yes, sir.
02:16So, you can have the meat.
02:18You can have the meat.
02:20That's it.
02:22I don't want to eat meat.
02:24This is the meat.
02:28So, I don't want to eat meat.
02:30I want to eat meat.
02:32They're the meat.
02:34They want to eat meat.
02:36You can eat meat.
02:40The meat is a big dish.
02:42I'm going to eat meat.
02:44Yaddy yaddy yaddy

Recommended