Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
Watch: କେଦାରନାଥରେ ବର୍ଷର ପ୍ରଥମ ତୁଷାରପାତ
33 minutes ago
Snowfall in Kedarnath Dham, ରୁଦ୍ରପ୍ରୟାଗ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡ କେଦାରନାଥ ଧାମରେ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ତାପମାତ୍ରା ହ୍ରାସ ପାଇବା ସତ୍ତ୍ବେ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମନ୍ଦିର ଚାରିପାର୍ଶ୍ବରେ ଥିବା ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ପର୍ବତମାଳାରେ ତୁଷାରପାତ ଘଟି ସମଗ୍ର ଅଞ୍ଚଳ ବରଫାବୃତ୍ତ ହୋଇପଡିଛି । କେଦାରନାଥ ବାବାଙ୍କ ଆଶୀର୍ବାଦ ଗ୍ରହଣ କରିବାକୁ ଆସିଥିବା ଭକ୍ତଙ୍କ ମାନେ ତୁଷାରପାତର ମଜା ନେଉଛନ୍ତି । ସମଗ୍ର ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବା ସହିତ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ବିଶାଳ ମିଶ୍ର ଭକ୍ତମାନଙ୍କୁ ଥଣ୍ଡା ପ୍ରତି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଏବଂ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ପୋଲିସ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି ।ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରି କହିଛନ୍ତି, 'ବାବା କେଦାର'ଙ୍କ ଆଶୀର୍ବାଦ ଲାଭ କରିବାକୁ ଆସୁଥିବା ତୀର୍ଥଯାତ୍ରୀମାନେ ନିଜର ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦେବା ଉଚିତ । ଯାହାଦ୍ୱାରା ତୀର୍ଥଯାତ୍ରା ସୁରକ୍ଷିତ ଏବଂ ନିର୍ବିଘ୍ନରେ ହୋଇପାରିବ ।ଏହା ମଧ୍ୟ ଦେଖନ୍ତୁ:କେଦାରନାଥ ତୀର୍ଥଯାତ୍ରା ବେଳେ ଦୁର୍ଘଟଣା: ପାହାଡ଼ରୁ ଖସିଲା ବିରାଟ ପଥର, ଜଣେ ମୃତ୩ ଦିନର ବିରତି ପରେ ପୁଣି ଆରମ୍ଭ ହେଲା କେଦାରନାଥ ଯାତ୍ରା, ପାଗ ସୁଧୁରିବା ପରେ ମିଳିଲା ଅନୁମତି
Category
🗞
News
Transcript
Display full video transcript
00:28
For more information, visit www.fema.org
Show less
Recommended
5:04
|
Up next
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି
ETVBHARAT
3 days ago
2:04
Watch: ଆନ୍ଧ୍ରରେ ଉଡାଇଲା, ବୁଡାଇଲା ବାତ୍ୟା ‘ଅର୍ଣ୍ଣବ’, କେମିତି ଅଛି ସ୍ଥିତି ଦେଖନ୍ତୁ
ETVBHARAT
2 days ago
1:48
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
1 week ago
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
1 week ago
7:08
Watch: ମହାଷ୍ଟମୀରେ କଟକରେ ରେକର୍ଡ଼ ସଂଖ୍ୟକ ଭିଡ଼, ମଣ୍ଡପକୁ ଛୁଟୁଛି ଭକ୍ତଙ୍କ ସୁଅ
ETVBHARAT
1 week ago
1:49
बाड़मेर में आस्था और उत्साह के साथ मनाया गया करवा चौथ, सुहागिनों ने पति की लंबी उम्र के लिए रखा निर्जल व्रत
ETVBHARAT
15 minutes ago
4:56
'PDNA के पैसे से कांग्रेस समर्थित ठेकेदार मना रहे दिवाली, कुछ जगहों पर काम पूरा होने से पहले ही बिलों का भुगतान'
ETVBHARAT
16 minutes ago
4:20
ఎక్కడ చూసినా కరవు ఛాయలే - ఎల్నినో దెబ్బకు ఎండిపోయిన చెరువులు
ETVBHARAT
23 minutes ago
1:17
हजारीबाग में अपराधियों ने होटल पर की गोलीबारी की, चार राउंड चलाई गई गोलियां
ETVBHARAT
23 minutes ago
1:12
चंडीगढ़ के सारंगपुर को मिलेगा नया सरकारी स्कूल, हजारों बच्चों को डबल शिफ्ट से मिलेगी मुक्ति, अमित शाह करेंगे उद्घाटन
ETVBHARAT
24 minutes ago
3:49
ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
2 weeks ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
4 weeks ago
1:24
ଲତା ମଙ୍ଗେସକରଙ୍କ ଜନ୍ମ ଜୟନ୍ତୀ; ସ୍ୟାଣ୍ଡ୍ ଆନିମେସନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଛାତ୍ରୀ
ETVBHARAT
5 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
4 months ago
1:08
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଅବସରରେ ଦେଖନ୍ତୁ ବାଲୁକା ଶିଳ୍ପୀଙ୍କ ସୁନ୍ଦର ବାଲୁକା ଆନିମେସନ୍
ETVBHARAT
4 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
5 months ago
0:56
Watch: କାମନା ଦେବଙ୍କ ପୀଠରେ ମେରୁଯାତ୍ରା, କଣ୍ଟାରେ ଗଡ଼ିଲେ, ନିଆଁରେ ଝୁଲିଲେ
ETVBHARAT
7 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
2:38
Watch: ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ଫତେଗଡ଼ ରାମ ମନ୍ଦିର, ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ
ETVBHARAT
7 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
8 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
9 months ago
3:15
Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ
ETVBHARAT
10 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
10 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago