Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Constitution Day: ବାଲୁକାରେ ୬ ଫୁଟ ଉଚ୍ଚତାର ଭାରତୀୟ ସମ୍ବିଧାନ ପୁସ୍ତକ କରି ଶୁଭେଚ୍ଛା ଦେଲେ ସୁଦର୍ଶନ
10 months ago
ପୁରୀ: ସାରା ଦେଶ ପାଳୁଛି 76ତମ 'ସମ୍ବିଧାନ ଦିବସ' । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳାରେ ସମ୍ବିଧାନ ଦିବସ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଛାତ୍ରଛାତ୍ରୀଙ୍କ ସହଯୋଗରେ ୬ ଫୁଟ ଉଚ୍ଚର ଭାରତୀୟ ସମ୍ବିଧାନ ପୁସ୍ତକର ଏକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।ବାଲୁକା କଳା ମାଧ୍ୟମରେ ସମ୍ବିଧାନ ଦିବସର ଶୁଭେଚ୍ଛା:ଭାରତର 76ତମ 'ସମ୍ବିଧାନ ଦିବସ' ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀର ନୀଳାଦ୍ରି ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା ତିଆରି କରିଛନ୍ତି । ପ୍ରତିବର୍ଷ ୨୬ ନଭେମ୍ବରକୁ ଆମ ଦେଶରେ 'ସମ୍ବିଧାନ ଦିବସ' ଭାବେ ପାଳନ କରାଯାଏ । ଭାରତ ସ୍ୱାଧୀନ ହେବା ପରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତରେ ସମ୍ବିଧାନ ଗୃହିତ ହୋଇଥିଲା । ଆମ ସମ୍ବିଧାନ ବିଷୟରେ ପ୍ରତ୍ୟେକ ଭାରତୀୟଙ୍କୁ ଜାଗୃତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଏ । ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟ, ନ୍ୟାୟ, ସ୍ୱତନ୍ତ୍ରତା, ସମାନତା, ବନ୍ଧୁତ୍ୱ ସମ୍ପର୍କରେ ଆମ ସମ୍ବିଧାନରେ ଥିବା ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ହେଉଛି ଆମ ସମ୍ବିଧାନ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏହାମଧ୍ୟ ପଢନ୍ତୁ...ବିଜ୍ଞାନ ଶିକ୍ଷକଙ୍କ ଚିତ୍ରକଳା ନିଶା; ବୃକ୍ଷ ସୁରକ୍ଷା ପାଇଁ ଗଛରେ କରୁଛନ୍ତି ଆର୍ଟ, ହାତେଇଲେଣି ବହୁ ରେକର୍ଡ58ବର୍ଷରେ ପାଦ ଥାପିଲେ ଅକ୍ଷୟ କୁମାର, ବାଲୁକା କଳାରେ ଜନ୍ମଦିନ ଶୁଭେଛା ଜଣାଇଲେ ସୁଦର୍ଶନଅଭିଜିତ ମଜୁମଦାର ଅସୁସ୍ଥ, ବାଲୁକା କଳାରେ ସୁସ୍ଥତା କାମନା କଲେ ସୁଦର୍ଶନ76ତମ ସମ୍ୱିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ,'ଦେଶ ପ୍ରତି ମୌଳିକ କର୍ତ୍ତବ୍ୟ ପାଳନ କରନ୍ତୁ ନାଗରିକ'ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you very much.
Show less
Comments
Log in to post a comment
Recommended
4:27
|
Up next
ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନ
ETVBHARAT
6 days ago
4:33
ବିକଶିତ ଭାରତରେ ଓଡ଼ିଶାର ଅବଦାନ ଅଧିକ ରହିବ: ରାଜ୍ୟ ବିଜେପି ସଭାପତି
ETVBHARAT
6 weeks ago
1:34
ବାଲୁକା କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ETVBHARAT
6 weeks ago
6:26
ଶରଧାବାଲିରେ ଭକ୍ତ-ଭକ୍ତି-ଭାବର ମିଶ୍ରଣ, ପ୍ରଭୁ ଜଗନ୍ନାଥ, ହନୁମାନ ଓ ନାରଦଙ୍କ ବେଶରେ ଭକ୍ତ
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
2 months ago
2:18
ବିହାର ପରେ ଓଡିଶା: କପିଳାସରୁ ଫେରୁଥିବା ଯୁବକ ଯୁବତୀଙ୍କୁ ଅସଦାଚରଣ ପରେ ଭିଡିଓ ଭାଇରାଲ, 3 ଅଟକ
ETVBHARAT
14 minutes ago
1:29
ਪੰਜਾਬ ਤੋਂ ਮਾਨਸੂਨ ਦੀ ਵਾਪਸੀ, ਇਸ ਵਾਰ ਬਰਸਾਤ ਰਹੀ ਘੱਟ, ਆਉਂਦੇ ਦਿਨਾਂ ਦੇ ਮੌਸਮ ਬਾਰੇ ਜਾਣੋ
ETVBHARAT
18 minutes ago
1:35
ఉత్తరాంధ్రకు ఆకస్మిక వరదలు - రెడ్ అలెర్ట్ ప్రకటించిన వాతావరణ శాఖ
ETVBHARAT
23 minutes ago
1:39
CAG रिपोर्ट के बाद हड़कंप; पूर्वात्तर रेलवे ने शुरू किया शुद्ध पेयजल के लिए व्यापक अभियान
ETVBHARAT
1 hour ago
3:34
শক্তি বাড়াচ্ছে নিম্নচাপ, সপ্তাহভর তুমুল বৃষ্টির পূর্বাভাস রাজ্যজুড়ে
ETVBHARAT
1 hour ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
3 months ago
6:58
ନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲ
ETVBHARAT
3 months ago
3:00
ଓଡିଆ ସିନେମା ନିର୍ମାତା ରବି ସ୍ୱାଇଁଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ହେଲା ଓଲିଉଡ୍ ଜଗତ
ETVBHARAT
5 months ago
6:31
ଯାହା ନେପାଳରେ ଘଟିଥିଲା ତାହା ଆଗକୁ ଓଡ଼ିଶାରେ ଘଟିବ, ଯୁବକମାନେ ନେତୃତ୍ବ ନେବେ ଓ ରାଜ୍ୟରେ ପରିବର୍ତ୍ତନ ଘଟିବ:ମହମ୍ମଦ ମୋକିମ
ETVBHARAT
5 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
5 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
6 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
7 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
7 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
8 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
11 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
11 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
11 months ago
Comments