Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଦୋକାନ ଭିତରେ ପଶିଲା ଲୁହା ବୋଝେଇ ଟ୍ରକ; ୩ ଦୋକାନ ଭାଙ୍ଗିରୁଜି ଚୁରମାର
6 minutes ago
ଖୋରଧା: ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତାକଡ଼ରେ ଥିବା ତିନୋଟି ଦୋକାନ ଭିତରକୁ ପଶିଯାଇଛି । ଫଳରେ ଦୋକାନ ଗୁଡ଼ିକ ଭାଙ୍ଗିଯିବା ସହ ଦୁଇଟି ବାଇକ ଓ ଗୋଟିଏ କାର କ୍ଷତିଗ୍ରସ୍ତ ହୋଇଛି । ଆଜି ସକାଳ ପ୍ରାୟ ୬ଟା ୫୦ରେ ଟ୍ରକଟି ଖୋରଧାରୁ ସରୁଅ ଶିଳ୍ପାଞ୍ଚଳ ଅଭିମୁଖେ ଯାଉଥିଲା । ଖୋରଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ହଠାତ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଆଡ଼କୁ ମାଡ଼ି ଯାଇଥିଲା । ଦେଖୁ ଦେଖୁ ଟ୍ରକଟି ଗୋଟିଏ ମିଠା ଦୋକାନ, ଗ୍ରୋସରୀ ଦୋକାନ ଓ ଏକ ପାଥୋଲୋଜି ସେଣ୍ଟର ଭିତରକୁ ପଶିଯାଇଥିଲା । ଦୁର୍ଘଟଣା ସମୟରେ ଦୋକାନ ଗୁଡ଼ିକରେ ଲୋକଙ୍କ ଚଳାଚଳ ଥିବାରୁ ଘଟଣା ପରେ ଆତଙ୍କ ଖେଳିଯାଇଥିଲା । ତେବେ ସୌଭାଗ୍ୟବଶତଃ କୌଣସି ଜୀବନହାନି ଘଟିନାହିଁ । ଦୁର୍ଘଟଣାରେ ଦୋକାନ ଗୁଡ଼ିକର ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଦୁଇଟି ବାଇକ ଓ ଗୋଟିଏ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରକର ନମ୍ବର OR 02 BE 7899। ଖୋରଧା ଆଦର୍ଶ ଥାନା ପୋଲିସ ଟ୍ରକ ଓ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । କ୍ଷତିଗ୍ରସ୍ତ ମିଠା ବ୍ୟବସାୟୀ ଭାଗିରଥି ସେନାପତି କହିଛନ୍ତି, "ଆଜି ସକାଳୁ ହଠାତ ଏକ ବଡ଼ ଟ୍ରକ ଦୋକାନ ଭିତରକୁ ମାଡ଼ି ଆସିଥିଲା । ମୋ ଦୋକାନ ସହ ଆଉ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଦୁଇଟି ବାଇକ ଓ ଗୋଟିଏ କାର ମଧ୍ୟ ନଷ୍ଟ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛୁ । କ୍ଷତିପୂରଣ ଦାବି କରିଛୁ । ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତରେ ସମସ୍ୟା ଦେଖାଦେଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।"
ଏହା ମଧ୍ୟ ପଢ଼ନ୍ତୁ...ଟ୍ରକ୍କୁ ପିଟିଲା କାର୍, ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅଙ୍କ ସମେତ 4 ମୃତନୋଏଡାରେ ସ୍ଲିପର ବସ୍ରେ ଅଗ୍ନିକାଣ୍ଡ, 9 ଜଣ ଯାତ୍ରୀ ଜୀବନ୍ତ ଦଗ୍ଧଇଟିଭି ଭାରତ, ଖୋରଧା
Category
🗞
News
Transcript
Display full video transcript
00:00
Thank you for listening.
Show less
Comments
Log in to post a comment
Recommended
1:10
|
Up next
दो करोड़ की सड़क उखड़ने का मामला, PMGSY विभाग ने आरोपों को किया खारिज, सड़क को बताया बेस्ट
ETVBHARAT
7 minutes ago
7:21
'ಸ್ಟಾರ್ ಕಿಡ್ಸ್ ಆದ್ರೂ ಯಶಸ್ಸಿಗೆ ತಾಳ್ಮೆ ಜೊತೆಗೆ ಪರಿಶ್ರಮವಿರಬೇಕು, ಮೊದಲು ಅವಮಾನ ನಂತರ ಸನ್ಮಾನ': ಉಪ್ಪಿ ಅಣ್ಣನ ಮಗ ನಿರಂಜನ್ ಸುಧೀಂದ್ರ
ETVBHARAT
10 minutes ago
1:18
ಸೆ. 25 ರಿಂದ 28ರ ವರೆಗೆ ಸಶಕ್ತ ಮಹಿಳೆ-ಸುಸ್ಥಿರ ಕೃಷಿ ಘೋಷವಾಕ್ಯದಡಿ ಧಾರವಾಡದಲ್ಲಿ ಕೃಷಿಮೇಳ
ETVBHARAT
14 minutes ago
2:43
रेजिडेंट डॉक्टर आत्महत्या मामला: AIIMS में OPD बंद, प्रबंधन ने 24 घंटे बाद जताई संवेदना, छात्र बोले- ये मर्डर है
ETVBHARAT
21 minutes ago
1:20
মিজোৰামত প্ৰথমবাৰৰ বাবে ‘প্লাক এণ্ড পে’ ফেষ্টিভেল, কৃষি কৰ্মৰ জয়গান
ETVBHARAT
27 minutes ago
1:42
गैजेट्स और छोटी चीजें बच्चों के लिए बन सकती हैं काल, जानें बचाव के तरीके
ETVBHARAT
28 minutes ago
9:11
EMI वसूली पर RBI सख़्त: एजेंटों की बदसलूकी पर लगाम,रिकवरी में मनमानी नहीं
ETVBHARAT
29 minutes ago
1:34
यमुना एक्सप्रेसवे पर जलकर खाक हुई स्लीपर बस, शवों की पहचान के लिए होगा DNA टेस्ट
ETVBHARAT
31 minutes ago
3:51
ଦୁଇ ଭାଗରେ ଆସିବ ଓଡ଼ିଆ ଫିଲ୍ମ 'ରାବଣ'; ଦଶହରାରେ ଆସୁଛି ପାର୍ଟ 1, ଫିଲ୍ମ ଭଲ ନ ଲାଗିଲେ ଓଡ଼ିଶା ଓ ଇଣ୍ଡଷ୍ଟ୍ରି ଛାଡିବି: ଅନୁଭବ
ETVBHARAT
33 minutes ago
6:45
बिहार के गांव से जापान क्रिकेट तक का सफर शानदार, पढ़िये अभिषेक आनंद की दिलचस्प स्टोरी
ETVBHARAT
36 minutes ago
3:36
শিক্ষকের চেয়ারে বিজেপি নেতা, পাশে দাঁড়িয়ে মাস্টার ! বিতর্কে সাফাই পদ্ম শিবিরের
ETVBHARAT
43 minutes ago
0:08
प्रतापगढ़ में रेंजर की हत्या पर सुप्रीम कोर्ट ने 6 अक्टूबर तक मांगा जवाब, तेज हुई शहीद के दर्जे की मांग
ETVBHARAT
49 minutes ago
1:33
ಬಸವಕಲ್ಯಾಣ ನೂತನ ಅನುಭವ ಮಂಟಪಕ್ಕೆ ಇನ್ನೂ ಬೇಕಿದೆ ₹550 ಕೋಟಿ ಅನುದಾನ; ತರಾತುರಿಯಲ್ಲಿ ಉದ್ಘಾಟನೆ ಬೇಡ: ಜಾಮದಾರ ಆಗ್ರಹ
ETVBHARAT
50 minutes ago
1:41
SD Pay–Apna Pay કૌભાંડની તપાસમાં મોટો ખુલાસો, 15 લાખ યુઝર્સનો ડેટા પોલીસના હાથે લાગ્યો
ETVBHARAT
50 minutes ago
9:32
चर्च सिर्फ ईसाइयों के लिए !, धर्मांतरण के लिए सैकड़ों आवेदन, क्रिश्चियन फोरम के जनरल सेक्रेटरी का दावा
ETVBHARAT
50 minutes ago
1:48
ମାଲକାନଗିରିରେ ବୁଡ଼ିଲା 4 ପୋଲ: କାଲିମେଳାରୁ-ମୋଟୁ-ପଡିଆ ଯାତାୟତ ଠପ୍, ସ୍ଥିତି ପରଖିଲେ ଜିଲ୍ଲାପାଳ
ETVBHARAT
51 minutes ago
10:04
चंडीगढ़ में 27 सितंबर को मैराथन, साइना नेहवाल के साथ दौड़ेगा ट्राईसिटी, नशे के खिलाफ लोगों को किया जाएगा जागरूक
ETVBHARAT
53 minutes ago
1:52
ಸಜ್ಜನರ, ವಿಚಾರವಂತರ ಬಗ್ಗೆ ಕೇಳಿ, ನೀವು ಯಾವ್ದೋ ಮೆಂಟಲ್ ಗಿರಾಕಿ ಬಗ್ಗೆ ಕೇಳುತ್ತೀರಾ?: ಮಾಧ್ಯಮದ ಮುಂದೆ ಪ್ರತಾಪ್ ಸಿಂಹ ಗರಂ
ETVBHARAT
56 minutes ago
0:46
ग्रेटर नोएडा बस अग्निकांड: आग लगी फिर भी नहीं रोकी बस, ड्राइवर-कंडक्टर हंसते रहे, हादसे की दर्दनाक कहानी आई सामने
ETVBHARAT
57 minutes ago
3:29
सीजीपीएससी इंटरव्यू: क्या पहने, कैसे बैठे, नमस्कार कैसे करें, चयनित अभ्यर्थियों को प्रशासनिक अधिकारी दे रहे ट्रेनिंग
ETVBHARAT
58 minutes ago
3:22
ਅੰਮ੍ਰਿਤਸਰ ਤੋਂ ਬਾਅਦ ਹੁਣ ਇਸ ਜ਼ਿਲ੍ਹੇ ਵਿੱਚ ਵੀ ਇਨ੍ਹਾਂ ਵਾਹਨਾਂ ਨੂੰ ਪੰਪਾਂ ’ਤੇ ਨਹੀਂ ਮਿਲੇਗਾ ਪੈਟਰੋਲ? ਜਾਣੋ ਵਜ੍ਹਾ
ETVBHARAT
59 minutes ago
2:57
ଢେଙ୍କାନାଳରେ ଯୁବତୀଙ୍କୁ ଅସଦାଚରଣ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ
ETVBHARAT
1 hour ago
0:49
റേഞ്ച് റോവറിന് പിന്നാലെ ഇന്നോവയും; കെ.എം ഷാജിയുടെ കാർ യാത്രകളിൽ ദുരൂഹതയേറുന്നു
ETVBHARAT
1 hour ago
2:53
ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଚମକିବେ ଓଡ଼ିଶାର ଯୁବ ଖେଳାଳି! ଓଡ଼ିଶା ଟି20 ଲିଗ୍ ଉପରେ IPL ସିଲେକ୍ଟରଙ୍କ ନଜର
ETVBHARAT
1 hour ago
1:00
चंडीगढ़ में 27 सितंबर को मैराथन, साइना नेहवाल के साथ दौड़ेगा ट्राईसिटी, नशे के खिलाफ लोगों को किया जाएगा जागरूक
ETVBHARAT
53 minutes ago
Comments