Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ନାନଯାତ୍ରାର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ଏବଂ ମାନସ
4 months ago
ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ଆନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ କୁମାର ସାହୁ । ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଥିବା ବେଳେ ଶିଳ୍ପୀ ମାନସ କୁମାର ସାହୁ ଏବଂ ତାଙ୍କର ଛାତ୍ରଛାତ୍ରୀମାନଙ୍କ ସହିତ, ଭୁବନେଶ୍ୱରରେ ପ୍ରଭୁ ଶ୍ରୀବଳଭଦ୍ର, ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା' ସୁଭଦ୍ରାରଙ୍କ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ପ୍ରାୟ ୨ ଘଣ୍ଟା ସମୟ ମଧ୍ୟରେ ସମାପ୍ତ ହୋଇଥିବା ଏହି କଳାକୃତି, ଦିବ୍ୟସ୍ନାନ ଯାତ୍ରାକୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ଯାହା ଭକ୍ତି, ପବିତ୍ରତା ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏହି ସହଯୋଗୀ ସୃଷ୍ଟି ମାଧ୍ୟମରେ, ଯୁବ ଛାତ୍ରମାନେ ମାନସ କୁମାର ସାହୁଙ୍କ ମାର୍ଗଦର୍ଶନରେ ପାରମ୍ପରିକ ବାଲୁକା କଳା ଶିଖିବା ସହିତ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିଥିଲେ । ଏହା ମଧ୍ୟ ପଢନ୍ତୁ...Snana Yatra LIVE: ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ ସ୍ନାନଯାତ୍ରାର ସିଧାପ୍ରସାରଣ - JAGANNATH SNANA YATRA 2026 LIVEଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:29
I'll see you next time.
Show less
Recommended
2:00
|
Up next
ବାତ୍ୟା 'ଅର୍ଣ୍ଣବ' ପରେ ଦକ୍ଷିଣ ଓଡ଼ିଶା ବେହାଲ ! ଗଞ୍ଜାମ ଓ ଗଜପତିରେ ଜନଜୀବନ ବାଧାପ୍ରାପ୍ତ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ETVBHARAT
1 day ago
7:21
ରାଜନୀତିରେ ଆରୋପ-ପ୍ରତ୍ୟାରୋପ, ଭସାଣୀରେ ଭାଇଚାରା ବାର୍ତ୍ତା; ମା'ଙ୍କ ମେଲାଣି ଦିନ ଗୋଟିଏ ମଞ୍ଚରେ ସବୁ ଦଳର ନେତା
ETVBHARAT
1 week ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
1 week ago
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
2 weeks ago
4:56
ଆଜି ହେଉଛି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା, ମାଆଙ୍କ ଦର୍ଶନ ଓ ପୂଜା ପାଇଁ ପ୍ରତେକ ମଣ୍ଡପରେ ଭକ୍ତଙ୍କ ଭିଡ଼
ETVBHARAT
2 weeks ago
3:46
ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀ, ଗଞ୍ଜାମକୁ ଅତିରିକ୍ତ ୨୦ କୋଟି ଟଙ୍କା ରିଲିଫ୍ ସହାୟତା
ETVBHARAT
6 hours ago
3:29
दावानल... हर साल 26 मिलियन हेक्टेयर जंगल लील रही फाॅरेस्ट फायर, एक दशक में बेतहाशा बढ़ीं आग की घटनाएं
ETVBHARAT
6 hours ago
1:51
हैदराबाद में भारी बारिश के कारण सड़कें जलमग्न, आम जनजीवन अस्त-व्यस्त
ETVBHARAT
6 hours ago
1:35
इजराइल में बहुमत से दूर नेतन्याहू, अरब पार्टियां बनेंगी किंगमेकर !
ETVBHARAT
6 hours ago
3:01
कानपुर में 400 लोगों के धर्मांतरण का आरोप; हिंदू संगठनों ने किया हंगाम, 4 थानों की फोर्स तैनात
ETVBHARAT
6 hours ago
1:24
ଲତା ମଙ୍ଗେସକରଙ୍କ ଜନ୍ମ ଜୟନ୍ତୀ; ସ୍ୟାଣ୍ଡ୍ ଆନିମେସନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଛାତ୍ରୀ
ETVBHARAT
5 weeks ago
3:09
ବୈତରଣୀରୁ ଭାସି ଆସିଲା 15 ଫୁଟର ଅଜଗର, ଉଦ୍ଧାର କଲେ ବନ୍ୟା ବିପନ୍ନ
ETVBHARAT
2 months ago
4:33
ବିକଶିତ ଭାରତରେ ଓଡ଼ିଶାର ଅବଦାନ ଅଧିକ ରହିବ: ରାଜ୍ୟ ବିଜେପି ସଭାପତି
ETVBHARAT
3 months ago
1:34
ବାଲୁକା କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ETVBHARAT
3 months ago
6:26
ଶରଧାବାଲିରେ ଭକ୍ତ-ଭକ୍ତି-ଭାବର ମିଶ୍ରଣ, ପ୍ରଭୁ ଜଗନ୍ନାଥ, ହନୁମାନ ଓ ନାରଦଙ୍କ ବେଶରେ ଭକ୍ତ
ETVBHARAT
3 months ago
1:11
ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା
ETVBHARAT
4 months ago
6:48
ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ; ମହାଆଡମ୍ବରରେ ନୟାଗଡ଼ରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ETVBHARAT
4 months ago
1:08
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଅବସରରେ ଦେଖନ୍ତୁ ବାଲୁକା ଶିଳ୍ପୀଙ୍କ ସୁନ୍ଦର ବାଲୁକା ଆନିମେସନ୍
ETVBHARAT
4 months ago
6:56
ଭୁବନେଶ୍ୱର ଫରେଷ୍ଟ ପାର୍କରେ ଧୁମଧାମରେ ପାଳିତ ହେଲା ରଜ ସଂକ୍ରାନ୍ତି
ETVBHARAT
5 months ago
2:47
ଯାଜପୁରରେ ଭାରତ ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ-ଗଡିଲାନି ଗାଡି
ETVBHARAT
9 months ago
1:10
Constitution Day: ବାଲୁକାରେ ୬ ଫୁଟ ଉଚ୍ଚତାର ଭାରତୀୟ ସମ୍ବିଧାନ ପୁସ୍ତକ କରି ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
11 months ago
4:33
ବିନ୍ଦୁ ସାଗରରେ ଭାସିଲା ଧର୍ମର ଡଙ୍ଗା, ଉଜ୍ଜୀବିତ ହେଲା ନୌବାଣିଜ୍ୟ ପରମ୍ପରା
ETVBHARAT
1 year ago
1:08
ବାଲୁକା ଚିତ୍ରକଳାରେ ବିଶ୍ଵକପ ବିଜୟୀ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା
ETVBHARAT
1 year ago
3:31
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
1 year ago
1:12
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
ETVBHARAT
2 years ago