Skip to playerSkip to main content
  • 14 minutes ago
ଭୁବନେଶ୍ବର: ମେଲାଣି ନେଲେ ମା’...ଜାକଜମକରେ ମା’ଙ୍କୁ ବିଦାୟ ଦେଇଛନ୍ତି ଭୁବନେଶ୍ବରବାସୀ । ପାଞ୍ଚ ଦିନର ଉତ୍ସାହ ପରେ ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମାଆ ଦୁର୍ଗା । ମାଆଙ୍କ ବିଦାୟ ପାଇଁ ଉତ୍ସବମୁଖର ହୋଇଉଠିଥିଲା ରାଜଧାନୀ ଭୁବନେଶ୍ବର । ଏଥର ଡିଜେକୁ ବାରଣ ଥିବାରୁ ପାରମ୍ପାରିକ ନୃତ୍ୟ ଗୀତରେ ମା’ଙ୍କୁ ମେଲାଣି ଦେଇଛନ୍ତି ବିଭିନ୍ନ ପୂଜା କମିଟି । ସହିଦ ନଗର ଭସାଣୀରେ ସାମିଲ ହୋଇଥିଲେ 26ଟି ମେଢ ।  ମା’ଙ୍କୁ ବିଦାୟ ଦେବାକୁ ରାଜଧାନୀର ରାଜରାସ୍ତା ପାଲଟିଥିଲା ଜନସମୁଦ୍ର । ହଜାର ହଜାର ଲୋକ ଏକାଠି ହୋଇ ମା’ଙ୍କୁ ମେଲାଣି ଦେଇଥିଲେ । ଅତ୍ୟନ୍ତ ଜାକଜମକରେ ମା’ ଦୁର୍ଗାଙ୍କ ମେଲାଣି ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ତେବେ ସହିଦ ନଗରରେ ଭସାଣ ଉତ୍ସବ କିପରି ଆୟୋଜନ ହୋଇଥିଲା ତାହାର ଟିକନିକ୍‌ ତଥ୍ୟ ଦେଇଛନ୍ତି ଇଟିଭି ଭାରତ ପ୍ରତିନିଧି ଦେବସ୍ମିତା ରାଉତ ।ଏହା ମଧ୍ୟ ପଢନ୍ତୁ:ନୀରବିଛି କୋଳାହଳ, ଦେବୀଗଡ଼ାରେ କୋହଭରା ପରିବେଶରେ ମା'ଙ୍କୁ ମେଲାଣିମେଲାଣି ନେଉଛନ୍ତି ମା’: କଟକରେ ଡିସିପିଙ୍କ ସୁରକ୍ଷା ସମୀକ୍ଷା, ଦେବୀଗଡ଼ାରେ 150ରୁ ଅଧିକ ମେଢ଼ ବିସର୍ଜନ କରାଯିବ

Category

🗞
News
Transcript
00:00.
00:30Thank you very much.
01:00Thank you very much.
01:30Thank you very much.
01:51Thank you very much.
02:26Thank you very much.
02:41Thank you very much.
03:30Thank you very much.
03:30Thank you very much.

Recommended